Advertisment

ନ୍ୟୁଜ୍

ପାରାଦୀପ ଜାହାଜରୁ ୨୨୦ କୋଟିର କୋକେନ୍ ପଛରେ କିଏ? ଗନ୍ତବ୍ୟସ୍ଥଳ ଓଡ଼ିଶା ନା ଡେନମାର୍କ?କ୍ର୍ୟୁ ସଦସ୍ୟ ଓ କ୍ୟାପଟେନକୁ ଜେରା । post image

ପାରାଦୀପ ଜାହାଜରୁ ୨୨୦ କୋଟିର କୋକେନ୍ ପଛରେ କିଏ? ଗନ୍ତବ୍ୟସ୍ଥଳ ଓଡ଼ିଶା ନା ଡେନମାର୍କ?କ୍ର୍ୟୁ ସଦସ୍ୟ ଓ କ୍ୟାପଟେନକୁ ଜେରା ।

ଆଜି ଗଭୀର ଅବପାତର ରୂପ ନେବ ଲଘୁଚାପ । କାଲି ସୃଷ୍ଟି ହୋଇପାରେ ବାତ୍ୟା । ଓଡ଼ିଶାରେ କିଛି ଜିଲ୍ଲାରେ ବର୍ଷା ଆଶଙ୍କା । post image

ଆଜି ଗଭୀର ଅବପାତର ରୂପ ନେବ ଲଘୁଚାପ । କାଲି ସୃଷ୍ଟି ହୋଇପାରେ ବାତ୍ୟା । ଓଡ଼ିଶାରେ କିଛି ଜିଲ୍ଲାରେ ବର୍ଷା ଆଶଙ୍କା ।

ମୁହାଁମୁହିଁ ହେଲେ ରଣପୁର ବିଧାୟକ ଓ ବ୍ଲକ ଅଧ୍ୟକ୍ଷା । କାର୍ଯ୍ୟକ୍ରମକୁ ନଡାକିବାରୁ କଳାପତାକା ଦେଖାଇଲେ ବ୍ଲକ ଅଧକ୍ଷ୍ୟା,ଗୋ ବ୍ୟାକ୍ ନାରା ଦେଲେ ସମର୍ଥକ । post image

ମୁହାଁମୁହିଁ ହେଲେ ରଣପୁର ବିଧାୟକ ଓ ବ୍ଲକ ଅଧ୍ୟକ୍ଷା । କାର୍ଯ୍ୟକ୍ରମକୁ ନଡାକିବାରୁ କଳାପତାକା ଦେଖାଇଲେ ବ୍ଲକ ଅଧକ୍ଷ୍ୟା,ଗୋ ବ୍ୟାକ୍ ନାରା ଦେଲେ ସମର୍ଥକ ।

ଟି-୨୦ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୩-୧ରେ ଆଗୁଆ । ଦମ୍ ଦେଖାଇଲେ ଅକ୍ଷର ପଟେଲ । post image

ଟି-୨୦ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୩-୧ରେ ଆଗୁଆ । ଦମ୍ ଦେଖାଇଲେ ଅକ୍ଷର ପଟେଲ ।

ସରପଞ୍ଚଙ୍କୁ ମିଳିଲା ନ୍ୟାୟ । ପାଠ ପଢ଼ିନଥିବା ଅଭିଯୋଗ କରି କୋର୍ଟରେ ମାମଲା କରିଥିଲେ ପରାଜିତ ପ୍ରାର୍ଥୀ  । post image

ସରପଞ୍ଚଙ୍କୁ ମିଳିଲା ନ୍ୟାୟ । ପାଠ ପଢ଼ିନଥିବା ଅଭିଯୋଗ କରି କୋର୍ଟରେ ମାମଲା କରିଥିଲେ ପରାଜିତ ପ୍ରାର୍ଥୀ  ।

ରାଜନୀତିରେ ମହୁମାଛି ଆକ୍ରମଣ । ନବରଙ୍ଗପୁର ରାଇଘରରେ ବିଜେପି ଶୋଭାଯାତ୍ରା ବେଳେ କାମୁଡ଼ିଲା ମହୁମାଛି । ବିଧାୟକଙ୍କ ସମେତ ଶହେରୁ ଅଧିକ ସାମାନ୍ୟ ଆହତ । post image

ରାଜନୀତିରେ ମହୁମାଛି ଆକ୍ରମଣ । ନବରଙ୍ଗପୁର ରାଇଘରରେ ବିଜେପି ଶୋଭାଯାତ୍ରା ବେଳେ କାମୁଡ଼ିଲା ମହୁମାଛି । ବିଧାୟକଙ୍କ ସମେତ ଶହେରୁ ଅଧିକ ସାମାନ୍ୟ ଆହତ ।

ଆଜି ନିଜ ଘର-ପରିବାର ପାଖକୁ ଫେରିବେ ଶ୍ରମିକ । ବଖାଣିଲେ ୧୭ ଦିନର ସଂଘର୍ଷ କାହାଣୀ । ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ । post image

ଆଜି ନିଜ ଘର-ପରିବାର ପାଖକୁ ଫେରିବେ ଶ୍ରମିକ । ବଖାଣିଲେ ୧୭ ଦିନର ସଂଘର୍ଷ କାହାଣୀ । ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ।

ରାଜ୍ୟରେ ବଢ଼ିଲା ଭୋଟର ସଂଖ୍ୟା । ସାମିଲ ହେଲେ ସାଢ଼େ ୫ ଲକ୍ଷରୁ ଅଧିକ ଭୋଟର ।ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ନୂଆ ଭୋଟର । post image

ରାଜ୍ୟରେ ବଢ଼ିଲା ଭୋଟର ସଂଖ୍ୟା । ସାମିଲ ହେଲେ ସାଢ଼େ ୫ ଲକ୍ଷରୁ ଅଧିକ ଭୋଟର ।ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ନୂଆ ଭୋଟର ।

ବଦଳିଲା ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ ତାରିଖ । ଡିସେମ୍ବର ୩ ବଦଳରେ ୪ ତାରିଖରେ ହେବ ଭୋଟ୍ ଗଣତି । post image

ବଦଳିଲା ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ ତାରିଖ । ଡିସେମ୍ବର ୩ ବଦଳରେ ୪ ତାରିଖରେ ହେବ ଭୋଟ୍ ଗଣତି ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୪ ଓଡ଼ିଆ ଶ୍ରମିକ । ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ post image

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୪ ଓଡ଼ିଆ ଶ୍ରମିକ । ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

ସବସ୍କ୍ରାଇବ କରନ୍ତୁ