ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ : କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

Advertisment

ହାତୀ ନେଲା ୨ ଜୀବନ ।  ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଞ୍ଜ ଅନ୍ତର୍ଗତ ସିକୋ ଖଡିପଦରରେ ଦନ୍ତାହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି ।

ହାତୀ ନେଲା ୨ ଜୀବନ ।  ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଞ୍ଜ ଅନ୍ତର୍ଗତ ସିକୋ ଖଡିପଦରରେ ଦନ୍ତାହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି ।

HATI

Photograph: (KANAKNEWS)

କନକବ୍ୟୁରୋ :  ହାତୀ ନେଲା ୨ ଜୀବନ ।  ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଞ୍ଜ ଅନ୍ତର୍ଗତ ସିକୋ ଖଡିପଦରରେ ଦନ୍ତାହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଖଡିପଦର ଗାଁର ଶଙ୍କର ରାଉତରାୟ ।

ବ୍ରହ୍ମପୁରରେ ମହିଳା ଅତିରିକ୍ତ ତହସିଲଦାରଙ୍କୁ ଯୌନନିର୍ଯ୍ୟାତନା ଅଭିଯୋଗ : ଥାନାରେ ମାମଲା ପରେ ବିଷ ପିଇଦେଲେ ପିଇଓ

କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକେ ନୂଆ  ଜଗନ୍ନାଥ ସଡକ ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ସେହିଭଳି ରଣପୁର ରେଞ୍ଜ ମହତପଲା ପଂଚାୟତର ବିରୁଡ଼ା ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ନାମ ଭିକାରି ବେହେରା। ଗାଁ ଦାଣ୍ଡରେ ଭିକାରିଙ୍କୁ ଆକ୍ରମଣ କରିଥିଲା ଦନ୍ତା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe