କାମାକ୍ଷାନଗର ଶିବୁଳାପଶି ଗାଁରେ ବଢ଼ୁଛି ଜଙ୍ଗଲୀ ଜନ୍ତୁଙ୍କ ପ୍ରଭାବ, ଗଛ ଉପରେ ମଞ୍ଚା କରି ଫସଲ ଜଗୁଛି ଚାଷୀ

Advertisment

ବଣୁଆ ହାତୀ ଦାଉରୁ ଫସଲକୁ ରକ୍ଷା କରିବା ସମ୍ଭବ ହେଉନାହିଁ । ସଂଧ୍ୟା ହେଲେ ଘରେ ତାଟି କବାଟ ପଡ଼ୁଛି । ହାତୀ ଯାତୟାତ କରୁଥିବା ଅଞ୍ଚଳରେ ସୋଲାର ଲାଇଟ୍‌ ଲଗାଇବା ସହ ପାଟ୍ରୋଲିଂ କରିବା ପାଇଁ ବାରମ୍ବାର ଦାବି ପରେ ବି ଚୁପ୍ ବସିଛି ବନ ବିଭାଗ ।

14

କନକ ବ୍ୟୁରୋ : କିଏ ଗଛରେ ମଞ୍ଚା କରି ବସିଛି । ତ’ ଆଉ କିଏ ନିଆଁ ହୁଳା ଧରି ବୁଲୁଛି । ଏସବୁ କେବଳ ନିଜ ଫସଲର ସୁରକ୍ଷା ପାଇଁ । କାରଣ ରାତି ହେଲେ କାମାକ୍ଷାନଗର ଶିବୁଳାପଶି ଗାଁରେ ବଢ଼ୁଛି ଜଙ୍ଗଲୀ ଜନ୍ତୁଙ୍କ ଉପଦ୍ରବ । ହାତୀ ଠାରୁ ଆରମ୍ଭ କରି ବାରହା, ମାଙ୍କଡ଼ ପର୍ଯ୍ୟନ୍ତ  ଚାଷୀକୁ ନାକେଦମ କରିଛନ୍ତି । ପୂର୍ବରୁ ଧାନ ଚାଷ ନଷ୍ଟ କରୁଥିଲେ, ଏବେ ପନିପରିବା ଫସଲ ବି ଛାଡ଼ୁନାହାନ୍ତି । ନିଜ ଫସଲକୁ ସୁରକ୍ଷା ଦେବାକୁ ମଞ୍ଚା କରି ଜଗୁଛି ଚାଷୀ । ଏବଂ ନଷ୍ଟ ହୋଇଥିବା ଫସଲ ବାବଦକୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି ।

ବଣୁଆ ହାତୀ ଦାଉରୁ ଫସଲକୁ ରକ୍ଷା କରିବା ସମ୍ଭବ ହେଉନାହିଁ । ସଂଧ୍ୟା ହେଲେ ଘରେ ତାଟି କବାଟ ପଡ଼ୁଛି । ହାତୀ ଯାତୟାତ କରୁଥିବା ଅଞ୍ଚଳରେ ସୋଲାର ଲାଇଟ୍‌ ଲଗାଇବା ସହ ପାଟ୍ରୋଲିଂ କରିବା ପାଇଁ ବାରମ୍ବାର ଦାବି ପରେ ବି ଚୁପ୍ ବସିଛି ବନ ବିଭାଗ ।

Asim Munir : ପୁଣି ଭାରତକୁ ପରମାଣୁ ଅସ୍ତ୍ରର ଧମକ ଦେଖାଉଛି ପାକିସ୍ତାନ

କାହିଁ କେତେ ପରିଶ୍ରମ କରି ଚାଷୀ ନିଜ କ୍ଷେତରେ ସୁନା ଫଳାଇଛି। ହେଲେ ଜଙ୍ଗଲୀ ଜନ୍ତୁ ସବୁ କିଛି ନଷ୍ଟ କରିଦେଉଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe