ଇରାନ ଉପରେ ଆକ୍ରମଣ କରିବାକୁ ଆମେରିକା ପ୍ରସ୍ତୁତ, ଭାରତର ବିଦେଶମନ୍ତ୍ରୀ ଜୟଶଂକରଙ୍କ ସହ କଥା ହେଲେ ଇରାନ ବିଦେଶ ମନ୍ତ୍ରୀ

Advertisment

ଜୟଶଙ୍କର ଏନେଇ ଏକ୍ସରେ ଏକ ପୋଷ୍ଟ୍‌ କରି କହିଛନ୍ତି, ଇରାନ ବିଦେଶ ମନ୍ତ୍ରୀ ସୟଦ ଆବ୍ବାସ ଅରଘଚିଙ୍କ ଫୋନ୍‌ କଲ୍‌ ଆସିଥିଲା। ଆମେ ଇରାନରେ ବର୍ତ୍ତମାନ ଜାରି ରହିଥିବା ସାମ୍ପ୍ରତିକ ଜଟିଳ ସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଛୁ। ଉଲ୍ଲେଖଯୋଗ୍ୟ ଯେ ସାମରିକ ପ୍ରତିଷ୍ଠାନ ଦଖଲ କରିବାପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନରେ ଆନ୍ଦୋଳନକାରୀଙ୍କୁ ଆହ୍ବାନ କରିବାପରେ ଏବଂ ଇରାନ ଆ‌ମେରିକାର ସେନା ଘାଟି ଉପରେ ଆକ୍ରମଣ କରିବା ନେଇ ପାଲଟା ଚେତାବନୀ ଦେବାପରେ ଭାରତ ଆଜି ଏହାର ନାଗରିକଙ୍କ ପାଇଁ ଏକ ସଦ୍ୟ ପରାମର୍ଶାବଳୀ ଜାରି କରିଛି।

14bbs_130_14012026_111

କନକ ବ୍ୟୁରୋ : ଇରାନ ସ୍ଥିତି ଦିନକୁ ଦିନ ଅତି ଜଟିଳ ହେବାରେ ଲାଗିଥିବାବେଳେ ଇରାନ ବିଦେଶ ମନ୍ତ୍ରୀ ସୟଦ ଆବ୍ବାସ ଅରଘଚି ଆଜି ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ସହ କଥା ହୋଇଛନ୍ତି । ଜୟଶଙ୍କର ଏନେଇ ଏକ୍ସରେ ଏକ ପୋଷ୍ଟ୍‌ କରି କହିଛନ୍ତି, ଇରାନ ବିଦେଶ ମନ୍ତ୍ରୀ ସୟଦ ଆବ୍ବାସ ଅରଘଚିଙ୍କ ଫୋନ୍‌ କଲ୍‌ ଆସିଥିଲା। ଆମେ ଇରାନରେ ବର୍ତ୍ତମାନ ଜାରି ରହିଥିବା ସାମ୍ପ୍ରତିକ ଜଟିଳ ସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଛୁ ।

ଅଧିକ ପଢ଼ନ୍ତୁ :   ମାଦୁରୋଙ୍କ ଗିରଫକୁ ନେଇ ବିଦେଶ ମନ୍ତ୍ରୀ ଜୟଶଙ୍କର ରଖିଲେ ମତ: କହିଲେ ଭାରତ ସବୁବେଳେ ଶାନ୍ତି ଚାହେଁ,  କାହାରିକୁ କ୍ଷତି ପହଁଚାଇବା ଭଳି ଉଦ୍ଦେଶ୍ୟ ଭାରତର ନୁହେଁ

 ଉଲ୍ଲେଖଯୋଗ୍ୟ ଯେ ସାମରିକ ପ୍ରତିଷ୍ଠାନ ଦଖଲ କରିବାପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନରେ ଆନ୍ଦୋଳନକାରୀଙ୍କୁ ଆହ୍ବାନ କରିବାପରେ ଏବଂ ଇରାନ ଆ‌ମେରିକାର ସେନା ଘାଟି ଉପରେ ଆକ୍ରମଣ କରିବା ନେଇ ପାଲଟା ଚେତାବନୀ ଦେବାପରେ ଭାରତ ଆଜି ଏହାର ନାଗରିକଙ୍କ ପାଇଁ ଏକ ସଦ୍ୟ ପରାମର୍ଶାବଳୀ ଜାରି କରିଛି। ଭାରତୀୟ ନାଗରିକ ଯେକୌଣସି ଉପାୟରେ ତୁରନ୍ତ ଇରାନ ଛାଡ଼ିବାପାଇଁ ତେହରାନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ପରାମର୍ଶାବଳୀ ଜାରି ହୋଇଛି। ଇରାନର ଏହି ଚେତାବନୀ ପରେ ଆମେରିକା ମଧ୍ୟ ଆଜି ପ୍ରମୁଖ ମଧ୍ୟପ୍ରାଚ୍ୟ ରାଷ୍ଟଅ ଗୁଡ଼ିକରେ ଏହାର ସେନା ଘାଟି ଖାଲି କରିବା ପ୍ରକ୍ରିୟା ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe