ଜଙ୍ଗଲି ବାରହାଙ୍କ ଉପଦ୍ରବ ଫଳରେ ଦୁଇ ମହିଳା ଆହତ , ଅଂଚଳରେ ଭୟର ବାତାବରଣ

Advertisment

ଗତକାଲି ସନ୍ଧ୍ୟାରାଣୀ ଗିରି ନାମକ ଜଣେ ମହିଳା ବାଡ଼ିରେ କାମ କରୁଥିବାବେଳେ ଜଙ୍ଗଲି ବାରହା ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆଜି ସକାଳୁ ସ୍ଥାନୀୟ ଅଞ୍ଚଳର ତ୍ରିଲୋଚନ କୁଅଁର ବିଲକୁ ଯିବା ସମୟରେ ବାରହା ଆକ୍ରମଣ କରିଥିଲା। ତାଙ୍କୁ ମଧ୍ୟ ରାଜନଗର ମେଡିକାଲରେ ଭର୍ତି କରାଯାଇଛି।

BOUR

BOUR

କନକ ବ୍ୟୁରୋ : ଭିତରକନିକାରେ ମାତିଛି ଜଙ୍ଗଲି ବାରହା। ଦୁଇ ଦିନରେ ଦୁଇ ଜଣଙ୍କୁ କଲାଣି ଲହୁ ଲୁହାଣ। କେନ୍ଦ୍ରାପଡ଼ା ରାଜନଗର ଭିତରକନିକା ନିକଟ ଡାଙ୍ଗମାଳ ଅଞ୍ଚଳରେ ଜଙ୍ଗଲି ବାରହା ଆତଙ୍କ ଦେଖିବାକୁ ମିଳିଛି। ଗତକାଲି ସନ୍ଧ୍ୟାରାଣୀ ଗିରି ନାମକ ଜଣେ ମହିଳା ବାଡ଼ିରେ କାମ କରୁଥିବାବେଳେ ଜଙ୍ଗଲି ବାରହା ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆଜି ସକାଳୁ ସ୍ଥାନୀୟ ଅଞ୍ଚଳର ତ୍ରିଲୋଚନ କୁଅଁର ବିଲକୁ ଯିବା ସମୟରେ ବାରହା ଆକ୍ରମଣ କରିଥିଲା। ତାଙ୍କୁ ମଧ୍ୟ ରାଜନଗର ମେଡିକାଲରେ ଭର୍ତି କରାଯାଇଛି। ଭିତରକନିକାରେ ଜଙ୍ଗଲି ବାରହାଙ୍କ ଆତଙ୍କ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe