ମୁନିଗୁଡାରେ ବାଘ ଆତଙ୍କ, ବାଛୁରୀ ହତ୍ୟା ପରେ ଟ୍ରାପ୍‌ କ୍ୟାମେରା ସ୍ଥାପନ

Advertisment

ରାୟଗଡ଼ା ଜିଲ୍ଲା ମୁନିଗୁଡା ଅଞ୍ଚଳରେ ବାଘ ଆତଙ୍କ ।  ମୁନିଗୁଡା ରେଞ୍ଜ ଅନ୍ତର୍ଗତ ଡ଼ିମିରିଗୁଡା ନିକଟରେ ବାଘ ଭୟ ଖେଳିଯାଇଥିବା ବେଳେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି ।

ରାୟଗଡ଼ା ଜିଲ୍ଲା ମୁନିଗୁଡା ଅଞ୍ଚଳରେ ବାଘ ଆତଙ୍କ ।  ମୁନିଗୁଡା ରେଞ୍ଜ ଅନ୍ତର୍ଗତ ଡ଼ିମିରିଗୁଡା ନିକଟରେ ବାଘ ଭୟ ଖେଳିଯାଇଥିବା ବେଳେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି ।

Tiger

କନକ ବ୍ୟୁରୋ : ରାୟଗଡ଼ା ଜିଲ୍ଲା ମୁନିଗୁଡା ଅଞ୍ଚଳରେ ବାଘ ଆତଙ୍କ ।  ମୁନିଗୁଡା ରେଞ୍ଜ ଅନ୍ତର୍ଗତ ଡ଼ିମିରିଗୁଡା ନିକଟରେ ବାଘ ଭୟ ଖେଳିଯାଇଥିବା ବେଳେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ବାଘ ଗୋଟିଏ ବାଛୁରୀକୁ ମାରି ଖାଇଥିବା ବେଳେ ଘଟଣା ସ୍ଥଳରେ ପାଦ ଚି଼ହ୍ନ ଠାବ ହୋଇଛି ।

ଅଧିକ ପଢନ୍ତୁ : ବାପ-ପୁଅ କରୁଥିଲେ ବାଘ ଛାଲ କାରବାର, ମାଡ଼ିବସିଲା ବନବିଭାଗ

ଖବର ପାଇ ରେଞ୍ଜର ସମେତ ବନବିଭାଗ ଅଧିକାରୀ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହ ପାଦ ଚି଼ହ୍ନଟି ବାଘର ହୋଇଥିବା ସନ୍ଦେହ କରିଛନ୍ତି । ତେବେ ସ୍ପଷ୍ଟ ଭାବେ ଜାଣିବାକୁ ଘଟଣା ସ୍ଥଳରେ ଟ୍ରାପ କ୍ୟାମେରା ଖଞ୍ଜା ଯାଇଛି । ତେବେ ସ୍ଥାନୀୟ ଅଞ୍ଚଳରେ ବାଘ ଭୟ ଖେଳିଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe