ପୂର୍ବାଞ୍ଚଳ ଦଳରେ ସୁଶ୍ରୀ, ମାଧୁରୀ, ତନ୍ମୟୀ

Advertisment

ଜାତୀୟ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରିଥିବା ଓଡ଼ିଶାର ୩ ଜଣ ବ୍ୟାଟର୍‌ ମାଧୁରୀ ମେହେଟା, ସ୍ପିନ୍‌ ଅଲ୍‌ରାଉଣ୍ଡର ସୁଶ୍ରୀ ଦିବ୍ୟଦର୍ଶିନୀ ଓ ବ୍ୟାଟିଂ ଅଲ୍‌ରାଉଣ୍ଡର ତନ୍ମୟୀ ବେହରାଙ୍କୁ ୧୬ ଜଣିଆ ପୂର୍ବାଞ୍ଚଳ ଦଳରେ ସ୍ଥାନ ମିଳିଛି। ସୁଶ୍ରୀ ଏହି ଦଳର ଉପଅଧିନାୟିକା ରହିଛନ୍ତି ।  

ods

କନକ ବ୍ୟୁରୋ: ଜାତୀୟ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରିଥିବା ଓଡ଼ିଶାର ୩ ଜଣ ବ୍ୟାଟର୍‌ ମାଧୁରୀ ମେହେଟା, ସ୍ପିନ୍‌ ଅଲ୍‌ରାଉଣ୍ଡର ସୁଶ୍ରୀ ଦିବ୍ୟଦର୍ଶିନୀ ଓ ବ୍ୟାଟିଂ ଅଲ୍‌ରାଉଣ୍ଡର ତନ୍ମୟୀ ବେହରାଙ୍କୁ ୧୬ ଜଣିଆ ପୂର୍ବାଞ୍ଚଳ ଦଳରେ ସ୍ଥାନ ମିଳିଛି। ସୁଶ୍ରୀ ଏହି ଦଳର ଉପଅଧିନାୟିକା ରହିଛନ୍ତି । ଅନ୍ତଃଜୋନ୍‌ ଦିନିକିଆ ପ୍ରତିଯୋଗିତା ମାର୍ଚ୍ଚ ୫ରୁ ୧୫ତାରିଖ ପର୍ଯ୍ୟନ୍ତ ଖେଳାଯିବ । ପୂର୍ବାଞ୍ଚଳ ଦଳରେ ସ୍ଥାନ ପାଇଥିବା ଏହି ଖେଳାଳିମାନଙ୍କୁ ‘ଓସିଏ’ ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ସଞ୍ଜୟ ବେହେରା ଶୁଭେଚ୍ଛା ଜଣାଇଛନ୍ତି । 

ଏହା ବି ପଢ଼ନ୍ତୁ: ସର୍ବଭାରତୀୟ ‌ବେସାମରିକ ସେବା କ୍ରିକେଟ୍‌: ଓଡ଼ିଶାର ବିଜୟ ଅଭିଯାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe