ସୋନପୁରରେ ବାଇକ୍ ଧକ୍କା, ୩ ମୃତ

Advertisment

ଦୁର୍ଘଟଣାରେ ଚାଲିଗଲା ୩ଜୀବନ । ଗତ ସନ୍ଧ୍ୟାରେ ସୋନପୁର ହିଲୁଙ୍ଗ ଛକ ନିକଟରେ ଘଟିଥିଲା ଅଘଟଣ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଆଉ ୨ଜଣଙ୍କ ମୃତ୍ୟୁ ହୋଇଛି ।

ଦୁର୍ଘଟଣାରେ ଚାଲିଗଲା ୩ଜୀବନ । ଗତ ସନ୍ଧ୍ୟାରେ ସୋନପୁର ହିଲୁଙ୍ଗ ଛକ ନିକଟରେ ଘଟିଥିଲା ଅଘଟଣ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଆଉ ୨ଜଣଙ୍କ ମୃତ୍ୟୁ ହୋଇଛି ।

24a

କନକ ବ୍ୟୁରୋ : ସୋନପୁରରେ ଦୁଇ ବାଇକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଚାଲିଗଲା ୩ଜୀବନ । ଗତ ସନ୍ଧ୍ୟାରେ ସୋନପୁର ହିଲୁଙ୍ଗ ଛକ ନିକଟରେ ଘଟିଥିଲା ଅଘଟଣ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଆଉ ୨ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ସନ୍ଧ୍ୟାରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହୋଇ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନିଜଣ ଗୁରୁତର ଆହତ ହୋଇଥିଲେ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ହିଲୁଙ୍ଗ ଛକ ନିକଟରେ ଘଟିଥିଲା ଏହି ଅଘଟଣ ।

ଅଧିକ ପଢନ୍ତୁ : ବାଲେଶ୍ବର ସୋରରେ କଣ୍ଟେନରକୁ ଧକ୍କା ଦେଲା କାର୍‌ : ୫ଗୁରୁତର

ଆଜି ଆଉ ଦୁଇ ଜଣ ମୃତ୍ୟୁବରଣ କରିଛନ୍ତି । ଘଟଣାସ୍ଥଳରେ ବଡ଼ମାଳ ଗାଁର ଅଗସ୍ତି ଭୋଇ ମୃତ୍ୟୁ ବରଣ କରିଥିବା ବେଳେ ଆଉ ଦୁଇ ଜଣ ବୁର୍ଲା ବଡ଼ ମେଡିକାଲକୁ ନିଆଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ବୀରମହାରାଜପୁରରୁ ଅମରପାଲି ରାସ୍ତାରେ ହିଲୁଙ୍ଗ ଛକ ନିକଟରେ ଉଭୟ ପଟୁ ଆସୁଥିବା ବାଇକ୍ ମୁହାଁ ମୁହିଁ ଧକ୍କା ହୋଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe