ପାହାଳରେ ହାଇୱା ଧକ୍କାରେ ୩ ବାଇକ ଆରୋହୀ ମୃତ

Advertisment

ହାଇୱା ଧକ୍କାରେ ୩ ବାଇକ୍‌ ଆରୋହୀ ମୃତ । ପାହାଳ ଥାନା ଅନ୍ତର୍ଗତ ଅନନ୍ତପୁର ଛକରେ ଘଟିଛି ଦୁର୍ଘଟଣା । ବାଇକରେ ୩ ଯୁବକ ନିଆଳି ରାସ୍ତାରେ ଯାଉଥିବା ବେଳେ ଏକ ହାଇୱା ସମସ୍ତଙ୍କୁ ଚାପିଦେଇଛି । ଘଟଣାସ୍ଥଳରେ ପାହାଳ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି ପଠାଇଛି । 

Road Accident

Road Accident Photograph: (Kanak News)

କନକ ବ୍ୟୁରୋ : ହାଇୱା ଧକ୍କାରେ ୩ ବାଇକ୍‌ ଆରୋହୀ ମୃତ । ପାହାଳ ଥାନା ଅନ୍ତର୍ଗତ ଅନନ୍ତପୁର ଛକରେ ଘଟିଛି ଦୁର୍ଘଟଣା । ବାଇକରେ ୩ ଯୁବକ ନିଆଳି ରାସ୍ତାରେ ଯାଉଥିବା ବେଳେ ଏକ ହାଇୱା ସମସ୍ତଙ୍କୁ ଚାପିଦେଇଛି । ଘଟଣାସ୍ଥଳରେ ପାହାଳ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି ପଠାଇଛି । 

ଅଧିକ ପଢନ୍ତୁ : ସମ୍ବାଦ ପାଲଟିଗଲେ ସାମ୍ବାଦିକା : ବାଲି ବୁଣିଥିଲା ମୃତ୍ୟୁର ଫାଶ , ବସ୍ ଧକ୍କାରେ ଚାଲିଗଲା ଶିଲାଙ୍କ ଜୀବନ

ବାଇକ ନମ୍ବରକୁ ଅନୁସନ୍ଧାନ କରି ପୋଲିସ ଆର୍ଟିଓ ରେକର୍ଡରେ ଥିବା ମାଲିକଙ୍କ ସହ ଯୋଗାଯୋଗ କରିଥିଲା । ଗାଡ଼ି ମାଲିକ ବହୁଦିନ ପୁର୍ବରୁ ବାଇକ୍‌ ବିକ୍ରି କରିଦେଇଥିବା ପୁଲିସକୁ କହିଥିଲେ । ଫଳରେ ଏଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe