କେନ୍ଦ୍ରାପଡ଼ାରୁ ତିନି ଜଣ ବାଂଲାଦେଶୀଙ୍କୁ ଦେଶାନ୍ତର : ଚିହ୍ନଟ ପରେ କେନ୍ଦ୍ରାପଡ଼ା ପୁଲିସ ଓ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ

Advertisment

ସରକାରଙ୍କ ଅନୁପ୍ରବେଶକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ପରେ କେନ୍ଦ୍ରାପଡ଼ା ପୁଲିସ ଆକ୍ସନ ମୋଡକୁ ଆସିଛି । କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ଚଢାଉ, ପଚରା ଉଚୁରା ପରେ, ଜିଲ୍ଲାରେ ତିନି ଜଣ ବେଆଇନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଥିଲା ।

ସରକାରଙ୍କ ଅନୁପ୍ରବେଶକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ପରେ କେନ୍ଦ୍ରାପଡ଼ା ପୁଲିସ ଆକ୍ସନ ମୋଡକୁ ଆସିଛି । କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ଚଢାଉ, ପଚରା ଉଚୁରା ପରେ, ଜିଲ୍ଲାରେ ତିନି ଜଣ ବେଆଇନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଥିଲା ।

DV  WL.00_04_54_06.Still008

Photograph: (KANAKNEWS)

କନକବ୍ୟୁରୋ : କେନ୍ଦ୍ରାପଡ଼ାରୁ ୩ ଅନୁପ୍ରବେଶକାରୀ ବାଂଲାଦେଶୀଙ୍କୁ ଦେଶାନ୍ତର। କେନ୍ଦ୍ରାପଡ଼ାରେ ତିନି ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇ ଦିଆଯାଇଛି । ସେମାନେ ହେଲେ ସଦର ଥାନା ଗରପୁର ଅଞ୍ଚଳରେ ରହୁଥିବା ଇସାନ ଖାଁ, ମମତାଜ ଖାଁ ଜେକି ଓ ମହାକାଳପଡ଼ା ଅରୁଣନଗର ଅଞ୍ଚଳରେ ଦୀର୍ଘ ବର୍ଷରୁ ଅମିନା ବିବି ଜେକି ରହି ଆସୁଥିଲେ  । ଚିହ୍ନଟ ପରେ ସେମାନଙ୍କୁ ବାଂଲାଦେଶରେ ଛାଡ଼ି ଦିଆଯାଇଛି ।

ସରକାରଙ୍କ ଅନୁପ୍ରବେଶକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ପରେ କେନ୍ଦ୍ରାପଡ଼ା ପୁଲିସ ଆକ୍ସନ ମୋଡକୁ ଆସିଛି । କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ଚଢାଉ, ପଚରା ଉଚୁରା ପରେ, ଜିଲ୍ଲାରେ ତିନି ଜଣ ବେଆଇନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଥିଲା । ଏହାପରେ ବିଏସଏଫ୍ ଜରିଆରେ ତିନି ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପୁଲିସ ଜରିଆରେ ସ୍ୱଦେଶ ପଠାଇ ଦିଆଯାଇଛି। 

ଅଧିକ ପଢନ୍ତୁ... ଦୁର୍ନୀତିର ପାହାଡ଼ ଉପରେ ଠିଆ ହୋଇଛି ଦାହୁଣଦା ସମବାୟ ସମିତି. ଜାଲ କାଗଜପତ୍ରରେ ୫ କୋଟି ଲୁଟ୍


---

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe