କନକ ବ୍ୟୁରୋ; ବୃଷଭ ପାଟିରେ ଫୁଟିଲା ବୋମା। ଗୁରୁତର ଆହତ ହୋଇଛି ବୃଷଭ । ଗୁରୁତର ଅବସ୍ଥାରେ ଖୋର୍ଦ୍ଧାରୁ ଭୁବନେଶ୍ୱର ଅଣାଯାଇଛି । କିଛି ଦୁର୍ବୃତ୍ତ ଖାଦ୍ୟ ଭିତରେ ବୋମା ରଖିଥିବାବେଳେ ସେହି ଖାଦ୍ୟ ଖାଇଲେ ବେଳେ ବୃଷଭ ପାଟି ଭିତରେ ଫାଟିଛି ବୋମା ।
ଗାଈ ଧାନ ଖାଇବାକୁ ନେଇ ଗଡ଼ିଲା ମୁଣ୍ଡ । ପୁତୁରାର ଶାବଳ ମାଡ଼ରେ ଦାଦାର ମୃତ୍ୟୁ ।
ପାଟିରେ କିଛି ଖାଦ୍ୟ ଖାଇବା ସମ୍ଭବ ନଥିବାରୁ କେବଳ ସାଲାଇନ ଦିଆଯାଉଛି । ଉଦ୍ଧାର ପରେ ଭୁବନେଶ୍ୱର ପାତ୍ରପଡା ଗୋଶାଳାରେ ଚିକିତ୍ସା କରାଯାଉଛି ।
ମରିଗଲା ମାନବିକତା, ଗାଈ ଉପରକୁ ଏସିଡ ମାଡ଼
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/19/bull-2025-10-19-08-25-56.jpg)