ଆରମ୍ଭ ହେଲା ଜିଲ୍ଲାପାଳ ଓ ଏସ୍‌ପିଙ୍କ ସମ୍ମିଳନୀ, ଲୋକସେବା ଭବନରେ ୨ ଦିନ ଧରି ଚାଲିବ ଆଲୋଚନା ଚକ୍ର

ଶାସନ ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ଅଧିକାରୀଙ୍କୁ ମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ

Meeting

Meeting Photograph: (KanakNews)

କନକ ବ୍ୟୁରୋ:  ଆରମ୍ଭ ହେଲା ଦୁଇ ଦିନିଆ ଜିଲ୍ଲାପାଳ ଓ ଏସପିଙ୍କ ସମ୍ମିଳନୀ । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ । ଦୁଇ ଦିନ ଧରି ଚାଲିବ ସେସନ ୱାରୀ ଆଲୋଚନା ।

ଅଧିକ ପଢନ୍ତୁ : ନିଖୋଜ ପୁଅକୁ ଖୋଜୁଛନ୍ତି ବାପା; ପ୍ରଶାସନ ବହୁ ଖୋଜାଖୋଜି ପରେ ବି ମିଳିଲାନି ପୁଅର ପତ୍ତା

ଶାସନ ବ୍ୟବସ୍ଥା ଆହୁରି କ୍ରିୟାଶୀଳ କରିବାକୁ ନେଇ ଜିଲାପାଳ ଓ ଏସପିଙ୍କୁ ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ପରେ ରାଜସ୍ୱ ମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚକ୍ର ରହିଛି । ଶାସନ ବ୍ୟବସ୍ଥା ଆହୁରି କ୍ରିୟାଶୀଳ କରିବାକୁ ନେଇ ଏହି ସମ୍ମିଳନୀରେ ମନ୍ତ୍ରୀ ବାବୁଙ୍କୁ ଟିପସ୍‌ ଦେବେ । 

ଷ୍ଟୋରୀ ଅପଡେଟ ହେଉଛି...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe