କନକ ବ୍ୟୁରୋ: ଆସନ୍ତା ୨୦ରେ ବଜେଟ୍ ଆଗତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ପୂର୍ବରୁ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଚିଠା ପ୍ରସ୍ତାବକୁ ମିଳିବ ଅନୁମୋଦନ । ଆଜି ସନ୍ଧ୍ୟା ୭ଟାରେ ଲୋକସେବା ଭବନରେ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରୀ ପରିଷଦ ବୈଠକ ବସିବ ।
ଆହୁରି ପଢ଼ନ୍ତୁ:ଜନପ୍ରତିନିଧିଙ୍କୁ ଅସମ୍ମାନ ଘଟଣା; ବିଡିଓଙ୍କ ବଦଳି ଦାବିରେ ଧାରଣାରେ ଜନସାଧାରଣ
ଏହି ବୈଠକରେ ବଜେଟ୍ ଚିଠା ପ୍ରସ୍ତାବକୁ ଅନୁମୋଦନ ମିଳିବ । ସେହିପରି ଆଜି ସନ୍ଧ୍ୟା ୭ଟା ୩୦ରେ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍ ବୈଠକ ବସିବ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା କ୍ୟାବିନେଟ୍ ବୈଠକରେ ୪ଟି ପ୍ରସ୍ତାବ ଉପରେ ବାଜିପାରେ ମୋହର ।
ଷ୍ଟୋରୀ ଅପଡେଟ୍ ହେଉଛି ...
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/14/22-2026-02-14-11-44-26.jpg)