ସମଲେଶ୍ୱରୀ ମନ୍ଦିର କ୍ୟାମ୍ପସ ଭିତରେ ମଦ ଓ ମାଂସ ଆସର, ଲକ୍ଷ୍ୟାଧିକ ଶ୍ରଦ୍ଧାଳୁଙ୍କ ଭାବାବେଗ ସହିତ ସାଙ୍ଘାତିକ ଖେଳ

Advertisment

ସମଲେଶ୍ୱରୀ ମନ୍ଦିର କ୍ୟାମ୍ପସ ଭିତରେ ମଦ ଓ ମାଂସ ଆସର । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭାବାବେଗ ସହିତ ସାଙ୍ଘାତିକ ଖେଳ । ଶହ ଶହ ସୁରକ୍ଷା କର୍ମୀ ଓ ସିସିଟିଭି କ୍ୟାମେରା ଥାଇ ମଧ୍ୟ ମନ୍ଦିର ପରିସରରେ ଚିକେନ ଓ ମଦ ପାର୍ଟି କେମିତି ହେଲା ତାହାର ଉତ୍ତର କାହା ପାଖରେ ନାହିଁ । 

Sambalpur News

Sambalpur News Photograph: (Kanak News)

କନକ ବ୍ୟୁରୋ : ସମଲେଶ୍ୱରୀ ମନ୍ଦିର କ୍ୟାମ୍ପସ ଭିତରେ ମଦ ଓ ମାଂସ ଆସର । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭାବାବେଗ ସହିତ ସାଙ୍ଘାତିକ ଖେଳ । ଶହ ଶହ ସୁରକ୍ଷା କର୍ମୀ ଓ ସିସିଟିଭି କ୍ୟାମେରା ଥାଇ ମଧ୍ୟ ମନ୍ଦିର ପରିସରରେ ଚିକେନ ଓ ମଦ ପାର୍ଟି କେମିତି ହେଲା ତାହାର ଉତ୍ତର କାହା ପାଖରେ ନାହିଁ । 

ଅଧିକ ପଢନ୍ତୁ : ବାଲି ଲୁଟିବାକୁ ଏକାଠି ହୋଇଛନ୍ତି ମାଫିଆ, ରାତିରେ ଜଙ୍ଗଲ ଭିତରେ ରହି କରୁଛନ୍ତି ବାଲି ଲୁଟ୍

ଗତକାଲି ଅର୍ଥାତ ଗୁରୁବାର ସକାଳ ସମୟରେ ମଦ ବୋତଲ ସବୁ ପଡିଥିବାର ସ୍ପଷ୍ଟ ଜଣା ପଡୁଛି । ଏହା ସହ ସେଠାରେ ଏକ ମାଟି ଚୁଲି ତିଆରି କରି ଚାଖଣା ତିଆରି ହୋଇଛି । ସେହିପରି ରାତି ସମୟର ଯାହା ସବୁ ମଦ ବୋତଲକୁ ଗୋଟିଏ ଜାଗାରେ ପ୍ଲାଷ୍ଟିକ ଭିତରେ ରଖା ଯାଇଛି । ତେବେ କିଏ ମନ୍ଦିର ପରିସରରେ ଚିକେନ ଭୋଜି ସହ ମଦ ଆସର ଜମେଇଲା? ପୁଣି କିଏ ତାକୁ ପ୍ଲାଷ୍ଟିକ ଭିତରେ ପୁରେଇଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe