ତିନି ଦିନ ସଂଘର୍ଷ ପରେ ଆଖିବୁଜିଲେ ସୁନ୍ଦରଗଡ଼ ଲାଞ୍ଜିବେରନାର ଛାତ୍ରୀ, ରାଉରକେଲା IGHରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

Advertisment

ଗତ ଶନିବାର ୯୦ ପ୍ରତିଶତ ପୋଡ଼ି ହୋଇ ମେଡିକାଲରେ ହୋଇଥିଲେ ଭର୍ତ୍ତି, ଜଣେ ଯୁବକ ଗିରଫ

ଗତ ଶନିବାର ୯୦ ପ୍ରତିଶତ ପୋଡ଼ି ହୋଇ ମେଡିକାଲରେ ହୋଇଥିଲେ ଭର୍ତ୍ତି, ଜଣେ ଯୁବକ ଗିରଫ

Student death

Student death Photograph: (KanakNews)

କନକ ବ୍ୟୁରୋ: ଆଖି ବୁଜିଲେ ସୁନ୍ଦରଗଡ଼ ଛାତ୍ରୀ । ୩ ଦିନ ଧରି ଜୀବନ ମରଣ ସହିତ ସଂଗ୍ରାମ ପରେ ଆଖି ବୁଜିଛନ୍ତି ଛାତ୍ରୀ ।  ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣl ଅଂଚଳର ଏହି କଲେଜ ଛାତ୍ରୀ ଜଳି ଯାଇଥିଲେ । ନିଜ ଦେହରେ କିରୋସିନ ଢ଼ାଳି ପୋଡ଼ିଯାଇଥିଲେ । ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ଭୋରରୁ ତାଙ୍କର ମୃତ୍ୟୁ ହୋଇଛି । 

ଅଧିକ ପଢନ୍ତୁ: ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ, ୯୦ ପ୍ରତିଶତ ପୋଡିଯାଇଥିବା ସୂଚନା

ଆଖି ବୁଜିଲେ ସୁନ୍ଦରଗଡ଼ ଛାତ୍ରୀ
ଜୀବନ ଯୁଦ୍ଧରେ ହାରିଗଲେ ସୁନ୍ଦରଗଡ଼ ଲାଞ୍ଜିବେର୍ଣ୍ଣା ଅଞ୍ଚଳର ଛାତ୍ରୀ
୩ ଦିନ ଧରି ଜୀବନ ମରଣ ସହିତ ସଂଗ୍ରାମ କରୁଥିଲେ
ନିଜ ଦେହରେ କିରୋସିନ୍ ଢାଳି ପୋଡ଼ିଯାଇଥିଲେ
ଶରୀରର ୯୦ ପ୍ରତିଶତ ଜଳିଯାଇଥିଲା
ସ୍ବାସ୍ଥ୍ୟମନ୍ତ୍ରୀ ଗତକାଲି ପୀଡ଼ିତାଙ୍କୁ ହସ୍ପିଟାଲରେ ଭେଟିଥିଲେ
ପୀଡ଼ିତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ
ମୃତକ ଯୁକ୍ତ ୩ ଦ୍ବିତୀୟ ବର୍ଷର ଛାତ୍ରୀ ଥଲେ
ଜଣେ ଯୁବକଙ୍କୁ ଗିରଫ କରିଥିଲା ପୁଲିସ
ଛାତ୍ରୀଙ୍କୁ ମାନସିକ ଚାପ ଦିଆଯାଉଥିବା ସୁନ୍ଦରଗଡ଼ ଏସପି କହିଥିଲେ
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe