ସୁଲକ୍ଷଣ ହେଲେ ଓମାନ୍‌ କ୍ରିକେଟ୍‌ ଦଳର ମୁଖ୍ୟପ୍ରଶିକ୍ଷକ

Advertisment

ସୁଲକ୍ଷଣ ସଂପ୍ରତି ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଦଲୀପ ମେଣ୍ଡିସ୍‌ଙ୍କ ସ୍ଥାନରେ ଏହି ନିଯୁକ୍ତି ପାଇଛନ୍ତି। ୫୯ ବର୍ଷୀୟ ସୁଲକ୍ଷଣ ଭାରତୀୟ ଘରୋଇ କ୍ରିକେଟ୍‌ରେ ମୁମ୍ବାଇ, ମହାରାଷ୍ଟ୍ର ଓ ତାମିଲନାଡ଼ୁର ମୁଖ୍ୟପ୍ରଶିକ୍ଷକ ରହିଥିଲେ। ଏହି ପୂର୍ବତନ ମୁମ୍ବାଇ ୱିକେଟ୍‌କିପର ବ୍ୟାଟର୍‌ ୬୫ ପ୍ରଥମ ଶ୍ରେଣୀ, ୧୩ ଲିଷ୍ଟ୍‌-ଏ ଖେଳିଛନ୍ତି। ତାଙ୍କ ପ୍ରଶିକ୍ଷଣରେ ମୁମ୍ବାଇ ୨୦୧୨-୧୩ରେ ରଣଜୀ ଟ୍ରଫି ଜିତିଥିଲା।  

Oman

କନକ ବ୍ୟୁରୋ: ପୂର୍ବତନ ମୁମ୍ବାଇ କ୍ରିକେଟର୍‌ ଓ ପ୍ରଶିକ୍ଷକ ସୁଲକ୍ଷଣ କୁଲକର୍ଣ୍ଣିଙ୍କ ପଦୋନ୍ନତି ହୋଇଛି । ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପରେ ଓମାନ୍‌ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷମ ଭାବେ ସେ ଦାୟିତ୍ବ ନେଇଛନ୍ତି । ଗତବର୍ଷ ଓମାନ ଦଳର ଉପମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ପାଇଥିବା ସୁଲକ୍ଷଣ ସଂପ୍ରତି ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଦଲୀପ ମେଣ୍ଡିସ୍‌ଙ୍କ ସ୍ଥାନରେ ଏହି ନିଯୁକ୍ତି ପାଇଛନ୍ତି । ୫୯ ବର୍ଷୀୟ ସୁଲକ୍ଷଣ ଭାରତୀୟ ଘରୋଇ କ୍ରିକେଟ୍‌ରେ ମୁମ୍ବାଇ, ମହାରାଷ୍ଟ୍ର ଓ ତାମିଲନାଡ଼ୁର ମୁଖ୍ୟପ୍ରଶିକ୍ଷକ ରହିଥିଲେ । ଏହି ପୂର୍ବତନ ମୁମ୍ବାଇ ୱିକେଟ୍‌କିପର ବ୍ୟାଟର୍‌ ୬୫ ପ୍ରଥମ ଶ୍ରେଣୀ, ୧୩ ଲିଷ୍ଟ୍‌-ଏ ଖେଳିଛନ୍ତି । ତାଙ୍କ ପ୍ରଶିକ୍ଷଣରେ ମୁମ୍ବାଇ ୨୦୧୨-୧୩ରେ ରଣଜୀ ଟ୍ରଫି ଜିତିଥିଲା । 

ଏହା ବି ପଢ଼ନ୍ତୁ: ଚତୁର୍ଥ ବିବାହ ଖବରକୁ ମଲ୍ଲିକଙ୍କ ଖଣ୍ଡନ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe