ସ୍କୁଲ ୟୁନିଫର୍ମକୁ ନେଇ ବିବାଦ, ମନ୍ତ୍ରୀ କହୁଛନ୍ତି ବଣ୍ଟା ସରିଛିି, ହେଲେ ଗମର ଖୋଲିଦେଲେ କେନ୍ଦ୍ରାପଡ଼ା ଡିଇଓ

Advertisment

କେବଳ କେନ୍ଦ୍ରାପଡା ଜିଲ୍ଲାରେ ନୁହେଁ ସାରାରାଜ୍ୟରେ ଏବେ ବି  ଚାଲିଛି ପୋଷାକ ବଣ୍ଟା। ୟୁନିଫର୍ମ ବଣ୍ଟା ସରିଗଲାଣି ବୋଲି ମନ୍ତ୍ରୀ କହୁଥିବାବେଳେ କେନ୍ଦ୍ରାପଡା ଡିଇଓ ଗୁମର ଖୋଲି ଦେଇଛନ୍ତି। ଯାହା ଗଣଶିକ୍ଷା ବିଭାଗ ସଚିବ, ଓସେପା ନିର୍ଦ୍ଦେଶକ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ସନ୍ଦେହ ଘେରକୁ ଟାଣିଛି। ମୁଖ୍ୟମନ୍ତ୍ରୀ ଟଙ୍କା ଦେବା ପରେ ବି ବିଭାଗର ଅବହେଳା ପାଇଁ କେମିତି ହଜାର ହଜାର ପିଲା ପୋଷାକ ପାଇବାରୁ ବଂଚିତ ତାହା ପଦାରେ ପଡିଛି। ଯାହାକୁ ନିନ୍ଦା କରିଛନ୍ତି ଶିକ୍ଷାବିତ୍।

A5

କନକ ବ୍ୟୁରୋ :   ଆଜି  ପର୍ଯ୍ୟନ୍ତ  ସବୁ ସ୍କୁଲ ପିଲାଙ୍କୁ ପୋଷାକ ବଣ୍ଟା ନହେବା ଖବରକୁ ନେଇ ଉଠୁଛି ପଡୁଛି ରାଜ୍ୟ। ହେଲେ, ଏତେ ବଡ ତ୍ରୁଟି ପାଇଁ ଦାୟୀ କିଏ, ସେ ନେଇ କାହାକୁ ଉତ୍ତରଦାୟୀ କରାଯାଉନି। ଓସେପା ଚିଠି ଲେଖି ବସିଥିବାବେଳେ  କାର୍ଯ୍ୟାନୁଷ୍ଠାନ  ଚେତାବନୀ ଦେଇ ହାତ ଟେକି ଦେଇଛନ୍ତି ମନ୍ତ୍ରୀ। ଅନ୍ୟପଟେ ୟୁନିଫର୍ମ ବଣ୍ଟାର ଗୁମର ଖୋଲିଛନ୍ତି କେନ୍ଦ୍ରାପଡା ଡିଇଓ। ଏପଟେ ସରକାରଙ୍କୁ ଘେରିଛନ୍ତି ବିରୋଧୀ।

 କେବଳ କେନ୍ଦ୍ରାପଡା ଜିଲ୍ଲାରେ ନୁହେଁ ସାରାରାଜ୍ୟରେ ଏବେ ବି  ଚାଲିଛି ପୋଷାକ ବଣ୍ଟା। ୟୁନିଫର୍ମ ବଣ୍ଟା ସରିଗଲାଣି ବୋଲି ମନ୍ତ୍ରୀ କହୁଥିବାବେଳେ କେନ୍ଦ୍ରାପଡା ଡିଇଓ ଗୁମର ଖୋଲି ଦେଇଛନ୍ତି। ଯାହା ଗଣଶିକ୍ଷା ବିଭାଗ ସଚିବ, ଓସେପା ନିର୍ଦ୍ଦେଶକ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ସନ୍ଦେହ ଘେରକୁ ଟାଣିଛି। ମୁଖ୍ୟମନ୍ତ୍ରୀ ଟଙ୍କା ଦେବା ପରେ ବି ବିଭାଗର ଅବହେଳା ପାଇଁ କେମିତି ହଜାର ହଜାର ପିଲା ପୋଷାକ ପାଇବାରୁ ବଂଚିତ ତାହା ପଦାରେ ପଡିଛି। ଯାହାକୁ ନିନ୍ଦା କରିଛନ୍ତି ଶିକ୍ଷାବିତ୍ ।

ଅଧିକ ପଢ଼ନ୍ତୁ :ବାଟବଣା ସ୍କୁଲ ପିଲାଙ୍କ ପୋଷାକ ବଣ୍ଟନ, କାଲି ସୁଦ୍ଧା ପୋଷାକ ବଣ୍ଟନର ରିପୋର୍ଟ ଦେବାକୁ ଡିଇଓଙ୍କୁ ଚିଠି ଲେଖିଛି ଓସେପା

ପରୀକ୍ଷା ପାଖେଇ ଆସିଥିଲେ ବି ପୋଷାକ ନବାଣ୍ଟିବା ଅନେକ ସନ୍ଦେହ ସୃଷ୍ଟି କରିଛି। କାଗଜ କଲମରେ ହିସାବ ଦେଇ ଟଙ୍କା ଚଳୁ ପାଇଁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ତା ସହ ତରବରିଆ ଭାବେ ପ୍ରମାଣପତ୍ର ଦାଖଲ ପାଇଁ ଓସେପା ପକ୍ଷରୁ ନିର୍ଦ୍ଦେଶ ଦିଆଯିବା ବିଭାଗର ଅଦୂରଦର୍ଶିତାକୁ ପଦାରେ ପକାଇଛି।  ଯାହାକୁ ନେଇ ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ।

ପ୍ରଶ୍ନ ଉଠୁଛି

ଏବେ ପୋଷାକ ନେଇ ପିଲା କରିବେ କ’ଣ? 
 ଏପର୍ୟ୍ୟନ୍ତ ଯେଉଁମାନଙ୍କୁ ପୋଷାକ ମିଳିନି, ସେମାନଙ୍କୁ ଟଙ୍କା ଦିଆଯିବ କି?
ଏତେ ବଡ଼ ତ୍ରୁଟି ପାଇଁ  କାର୍ଯ୍ୟାନୁଷ୍ଠାନ  ନେବେ କି ମୁଖ୍ୟମନ୍ତ୍ରୀ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe