କନକ ବ୍ୟୁରୋ : ଗତକାଲି ରାତିରୁ ବନ୍ଦ ରହିଛି କପିଳେଶ୍ୱରଙ୍କ ସମସ୍ତ ନୀତିକାନ୍ତି । ଗତକାଲି ସେବାୟତଙ୍କ ବିବାଦ ଯୋଗୁଁ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଜାତ ହୋଇନଥିଲା । ଏହା ପରେ କାଲି ରାତିରୁ ବନ୍ଦ ରହିଛି କପିଳେଶ୍ୱରଙ୍କ ସମସ୍ତ ନୀତିକାନ୍ତି ।
ଅଧିକ ପଢନ୍ତୁ : ପୁଣି ହେବ କପିଳେଶ୍ୱରଙ୍କ ପ୍ରସିଦ୍ଧ ହାଣ୍ଡିଭଙ୍ଗା ଯାତ : ୧୧ ବର୍ଷ ଧରି ବନ୍ଦ ଥିଲା ପରମ୍ପରା
ଆଜି ସକାଳୁ ଠାକୁରଙ୍କ ମଙ୍ଗଳ ଆଳତି, ଅବକାଶ, ମଇଲମ ଓ ତଡ଼ପଲାଗି ଆଦି ନୀତି ହୋଇନି । ଖୁଣ୍ଟିଆ ସେବାୟତ କୌଣସି ନୀତି କରିନଥିବାବେଳେ ମଲିଆମାନେ ବି ଠାକୁରଙ୍କ ନୀତି କରୁନାହାନ୍ତି । ଫଳରେ ଉପାସରେ ଅଛନ୍ତି କପିଳେଶ୍ୱର ।
Follow Us