Ashwini Vaishnaw Photograph: (KanakNews)
କନକ ବ୍ୟୁରୋ: ରେଲବାଇରେ ଓଡ଼ିଶାକୁ ୧୦ ହଜାର ୯୨୮ କୋଟିର ଅନୁଦାନ । ପ୍ରେସମିଟ କରି ସୂଚନା ଦେଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କହିଲେ ଚାଲିଛି ୯୦ ହଜାର କୋଟି ଟଙ୍କାର କାମ । ୧୭ଟି ନୂଆ ରେଳ ପ୍ରକଳ୍ପ ପାଇଁ ଯୋଜନା ହେଉଛି ।
ଅଧିକ ପଢନ୍ତୁ: ବଜେଟର ବଡ଼ ଖବର: କ’ଣ ଶସ୍ତା ଓ କ’ଣ ମହଙ୍ଗା?
୫ ବର୍ଷରେ ଓଡ଼ିଶାକୁ ମିଳିବ ୧ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ମିଳିବ ଆଉ ସେହି ପ୍ରତିଶୃତି ଆଧାରରେ କାମ ଚାଲିଛି ବୋଲି କହିଛନ୍ତି ଅଶ୍ୱିନୀ ବୈଷ୍ଣବ । ପଶ୍ଚିମବଙ୍ଗ ପାଇଁ ୧୪,୨୦୫ କୋଟି ର ଅନୁଦାନ।
Follow Us