ବିଶ୍ବ ବକ୍ସିଂ ଫ୍ୟୁଚର୍ସ କପ୍‌: ରାଧାମଣି, ସାହିଲ ବିଜୟୀ

Advertisment

ବିଶ୍ବ ବକ୍ସିଂ ଫ୍ୟୁଚର୍ସ କପ୍‌ରେ ସୋମବାର ଦ୍ବିତୀୟ ଦିନରେ ଭାରତର ରାଧାମଣି ଲଙ୍ଗଜାମ ଓ ସାହିଲ ଦୁହାନ ନିଜ ନିଜ ବାଉଟ୍‌ ଜିତି ଆଗକୁ ବଢ଼ିଛନ୍ତି। ମହିଳା ୫୭ କିଲୋଗ୍ରାମ ବର୍ଗରେ ରାଧାମଣି ଆର୍‌ଏସ୍‌ସିରେ ଉଜବେକିସ୍ତାନ ‌ଖେଳାଳିଙ୍କୁ ହରାଇଥିଲେ । ସେହିପରି ପୁରୁଷ ୬୦ କିଲୋଗ୍ରାମରେ ସାହିଲ ୫-୦ରେ ତୁର୍କିମେନିସ୍ତାନ ଖେଳାଳିଙ୍କୁ ମାତ୍‌ ଦେଇଥିଲେ ।

World Boxing Futures Cup

କନକ ବ୍ୟୁରୋ: ଭାରତୀୟ ଯୁବ ବକ୍ସିଂ ଦଳ ଏଠାରେ ଚାଲିଥିବା ବିଶ୍ବ ବକ୍ସିଂ ଫ୍ୟୁଚର୍ସ କପ୍‌ରେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ସୋମବାର ଦ୍ବିତୀୟ ଦିନରେ ଭାରତର ରାଧାମଣି ଲଙ୍ଗଜାମ ଓ ସାହିଲ ଦୁହାନ ନିଜ ନିଜ ବାଉଟ୍‌ ଜିତି ଆଗକୁ ବଢ଼ିଛନ୍ତି । ମହିଳା ୫୭ କିଲୋଗ୍ରାମ ବର୍ଗରେ ରାଧାମଣି ଆର୍‌ଏସ୍‌ସିରେ ଉଜବେକିସ୍ତାନ ‌ଖେଳାଳିଙ୍କୁ ହରାଇଥିଲେ । ସେହିପରି ପୁରୁଷ ୬୦ କିଲୋଗ୍ରାମରେ ସାହିଲ ୫-୦ରେ ତୁର୍କିମେନିସ୍ତାନ ଖେଳାଳିଙ୍କୁ ମାତ୍‌ ଦେଇଥିଲେ । ତେବେ ୫୫ କିଲୋଗ୍ରମାରେ ଉଧମ ସିଂହ କଡ଼ା ସଂଘର୍ଷ କରିବା ସତ୍ତ୍ବେ ଜାପାନ ପ୍ରତିପକ୍ଷଙ୍କଠୁ ୨-୩ରେ ହାରି ଯାଇଛନ୍ତି । 

ଏହା ବି ପଢ଼ନ୍ତୁ: ଇଣ୍ଡିଆ ଇନ୍‌ସ୍ୟୁର୍‌-ସାଫେରିସ୍କ ଗଲ୍‌ଫ: ସୂର୍ଯ୍ୟକାନ୍ତ, ଉପାସନା ବିଜେତା 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe