ଜେଲରୁ କଏଦୀଙ୍କ ସୁନା ଚୋରି ହେବା ଘଟଣା, ସୁନା ବାବଦରେ ଟଙ୍କା ଫେରାଇଲେ ଜେଲ ଅଧିକ୍ଷକ

Advertisment

ସୂଚନା ଯୋଗ୍ୟ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଶୁକ୍ଲେଶ୍ୱର ଗ୍ରାମର ଇତିଶ୍ରୀ ମହାନ୍ତି ବିଚାର ବିଭାଗୀୟ ହାଜତରେ ବନ୍ଦୀ ଥିବାବେଳେ ଜେଲ କର୍ତ୍ତୃପକ୍ଷ ତାଙ୍କ ଠାରୁ ନେଇଥିବା ସୁନା ଅଳଙ୍କାର ଗାଏବ ଘଟଣା କୁ ନେଇ ଇତିଶ୍ରୀ ଜେଲ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବା ସହ ଜେଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ମଧ୍ୟ ଜଣାଇଥିଲେ।  ତେବେ ଜେଲ ସୁପରିଣ୍ଟେଣ୍ଡେଣ୍ଟ ଏ ବିଷୟରେ ତାଙ୍କୁ ପୂର୍ବତନ ଜେଲର ସନ୍ତୋଷିନୀ ଦାସଙ୍କ ନାମରେ ଏତଲା ଦେବାକୁ ପ୍ରବର୍ତ୍ତାଇବା ସହ ତାଙ୍କୁ କିଛି ଟଙ୍କା ଦେବାକୁ ପ୍ରଲୋଭନ ଦେଇଥିବା ଇତିଶ୍ରୀ ଅଭିଯୋଗ କରିବା ସହ ଜେଲ ସୁପରିଣ୍ଟେଣ୍ଡେଣ୍ଟ ସୁଜିତ ରାଉଳଙ୍କ ନାମରେ ଏତଲା ଦେଇଥିଲେ ।

170226

କନକ ବ୍ୟୁରୋ : ଚୌଦ୍ୱାର ଜେଲରୁ କଏଦୀଙ୍କ ଗହଣା ଗାଏବ ହେବା ଘଟଣା ଏବେ ରୋଚକ ମୋଡ଼ ନେଇଛି । ଜେଲ ଅଧିକ୍ଷକ ସୁଜିତ ରାଉଳ ଆଜି ନିଜେ ଇତିଶ୍ରୀ ମହାନ୍ତିଙ୍କୁ ଗାୟବ ସୁନା ଗହଣା ବାବଦକୁ ବର୍ତ୍ତମାନର ସୁନା ଦରରେ ଏକ ଲକ୍ଷ ନବେ ହଜାର ଟଙ୍କା ଦେଇଛନ୍ତି । ସୂଚନା ଯୋଗ୍ୟ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଶୁକ୍ଲେଶ୍ୱର ଗ୍ରାମର ଇତିଶ୍ରୀ ମହାନ୍ତି ବିଚାର ବିଭାଗୀୟ ହାଜତରେ ବନ୍ଦୀ ଥିବାବେଳେ ଜେଲ କର୍ତ୍ତୃପକ୍ଷ ତାଙ୍କ ଠାରୁ ନେଇଥିବା ସୁନା ଅଳଙ୍କାର ଗାଏବ ଘଟଣା କୁ ନେଇ ଇତିଶ୍ରୀ ଜେଲ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବା ସହ ଜେଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ମଧ୍ୟ ଜଣାଇଥିଲେ।  ତେବେ ଜେଲ ସୁପରିଣ୍ଟେଣ୍ଡେଣ୍ଟ ଏ ବିଷୟରେ ତାଙ୍କୁ ପୂର୍ବତନ ଜେଲର ସନ୍ତୋଷିନୀ ଦାସଙ୍କ ନାମରେ ଏତଲା ଦେବାକୁ ପ୍ରବର୍ତ୍ତାଇବା ସହ ତାଙ୍କୁ କିଛି ଟଙ୍କା ଦେବାକୁ ପ୍ରଲୋଭନ ଦେଇଥିବା ଇତିଶ୍ରୀ ଅଭିଯୋଗ କରିବା ସହ ଜେଲ ସୁପରିଣ୍ଟେଣ୍ଡେଣ୍ଟ ସୁଜିତ ରାଉଳଙ୍କ ନାମରେ ଏତଲା ଦେଇଥିଲେ ।  ପରେ ଜେଲ ଡିଆଇଜି ଅନୁସୂୟା ଜେନା ଇତିଶ୍ରୀଙ୍କୁ ଜେଲକୁ ଡକାଇ ତାଙ୍କର ବୟାନ ରେକର୍ଡ଼ କରିବା ସହ ତାଙ୍କୁ ୭ଦିନ ମଧ୍ୟରେ ଅଳଙ୍କାର ଫେରାଯିବ ବୋଲି ପ୍ରତିଶ୍ରୁତି  ଦେଇଥିଲେ। ହେଲେ ସବୁଠୁ ଆଶ୍ଚର୍ଯ୍ୟର  କଥା ଇତିଶ୍ରୀ ଜେଲକୁ ଆସିବା ସମୟରେ ସିସିଟିଭି କ୍ୟାମେରା ସମ୍ମୁଖରେ ତାଙ୍କ ଠାରୁ ସୁନା ଗହଣା ନିଆଯାଇଥିବାବେଳେ ଏବେ ଜେଲ ପକ୍ଷରୁ ଗୋଲ୍ଡ କୋଟେଡ଼ ଅଳଙ୍କାର କୁହାଯିବା ଜେଲ ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଜି ଜେଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ଟଙ୍କା ଫେରସ୍ତ ଦେବା  । ଅନ୍ୟ ପକ୍ଷରେ ଟଙ୍କା ଫେରସ୍ତ ପାଇ ଥାନାରୁ ଅଭିଯୋଗ ପ୍ରତିହାର କରିନେଇଛନ୍ତି ଇତିଶ୍ରୀ ।

ଅଧିକ ପଢ଼ନ୍ତୁ : ଜେଲରୁ ପଳାଇ ମଠରେ ଲୁଚିଥିଲା ଫେରାର କଏଦୀ, ଉତ୍ତରପ୍ରଦେଶ ବୃନ୍ଦାବନରୁ ଧରାପଡ଼ିଲା ଚୌଦ୍ୱାର ଜେଲରୁ ଚମ୍ପଟ କଏଦୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe