ପ୍ରଦୂଷଣ ପ୍ରମାଣପତ୍ର ବଡ଼ କେଳେଙ୍କାରୀ ଠାବ : ଘରେ ଗାଡି ଥାଇ ମିଳୁଛି ପଲ୍ୟୁସନ ସାର୍ଟିଫିକେଟ୍

Advertisment

ପ୍ରଦୂଷଣ ସାର୍ଟିଫିକେଟକୁ ନେଇ ରାଜ୍ୟରେ ଚାଲିଛି ବଡ଼ ଧରଣର କେଳେଙ୍କାରୀ । ଘରେ ଗାଡ଼ି ଥାଇ ଫୋନ୍  କଲେ ମିଳିଯାଉଛି ପିୟୁସି ସାର୍ଟିଫିକେଟ। ପେଟ୍ରୋଲ ଗାଡ଼ିରେ ପ୍ରଦୂଷଣ ସାର୍ଟିଫିକେଟ ପାଇବା ପାଇଁ ଅତିକମରେ ୫ ମିନିଟ ଓ ଡିଜେଲ ଗାଡ଼ି ପାଇଁ ୭ ମିନିଟ ଲାଗିଥାଏ ।

ପ୍ରଦୂଷଣ ସାର୍ଟିଫିକେଟକୁ ନେଇ ରାଜ୍ୟରେ ଚାଲିଛି ବଡ଼ ଧରଣର କେଳେଙ୍କାରୀ । ଘରେ ଗାଡ଼ି ଥାଇ ଫୋନ୍  କଲେ ମିଳିଯାଉଛି ପିୟୁସି ସାର୍ଟିଫିକେଟ। ପେଟ୍ରୋଲ ଗାଡ଼ିରେ ପ୍ରଦୂଷଣ ସାର୍ଟିଫିକେଟ ପାଇବା ପାଇଁ ଅତିକମରେ ୫ ମିନିଟ ଓ ଡିଜେଲ ଗାଡ଼ି ପାଇଁ ୭ ମିନିଟ ଲାଗିଥାଏ ।

11

Photograph: (KANAKNEWS)

କନକବ୍ୟୁରୋ : ପ୍ରଦୂଷଣ ସାର୍ଟିଫିକେଟକୁ ନେଇ ରାଜ୍ୟରେ ଚାଲିଛି ବଡ଼ ଧରଣର କେଳେଙ୍କାରୀ । ଘରେ ଗାଡ଼ି ଥାଇ ଫୋନ୍  କଲେ ମିଳିଯାଉଛି ପିୟୁସିସି ସାର୍ଟିଫିକେଟ। ପେଟ୍ରୋଲ ଗାଡ଼ିରେ ପ୍ରଦୂଷଣ ସାର୍ଟିଫିକେଟ ପାଇବା ପାଇଁ ଅତିକମରେ ୫ ମିନିଟ ଓ ଡିଜେଲ ଗାଡ଼ି ପାଇଁ ୭ ମିନିଟ ଲାଗିଥାଏ । ମାତ୍ର ୧ ମିନିଟ ଭିତରେ ସାର୍ଟିଫିକେଟ ପାଇଛନ୍ତି ଗାଡ଼ି ମାଲିକ I  ଦଲାଲଙ୍କ ମୁଖା ଖୋଲିବାକୁ ସାଇବର ଥାନାର ଦ୍ୱାରସ୍ଥ ହୋଇଛି  ପରିବହନ ବିଭାଗ । ମାମଲା ରୁଜୁ ପରେ ସାଇବର ଥାନା ସ୍କାନରରେ ବେଆଇନ ସାର୍ଟିଫିକେଟ ଦେଉଥିବା ଭେଣ୍ଡର  ପଲ୍ୟୁସନ ସାର୍ଟିଫିକେଟକୁ ନେଇ ରାଜ୍ୟ ସରକାରଙ୍କ ଘୋଷଣା ପରେ ସକ୍ରିୟ ହୋଇଥିଲେ ଦଲାଲ ।

ସୁଭଦ୍ରା କିସ୍ତିର ତାରିଖ ଆସିଲା : ଏଥର ମିଳିବ 10 ହଜାର !

ରାଜ୍ୟରେ ବେଆଇନ ଭାବରେ ମିଳିଯାଉଛି, ପ୍ରଦୂଷଣ ସାର୍ଟିଫିକେଟ I ଦଲାଲ ସଂସ୍ଥାକୁ ଧରିବାକୁ ଖୋଳତାଡ଼ ଆରମ୍ଭ କରିଛି ପରିବହନ ବିଭାଗ I ବେଆଇନ ସାର୍ଟିଫିକେଟ ଦେଇଥିବା ଟେଷ୍ଟିଂ ସେଣ୍ଟର ପାଇଁ ଅଡୁଆ ବଢ଼ିଛି । ତଦନ୍ତ ପରେ ପ୍ରମାଣ ଉକ୍ତ ଭେଣ୍ଡରକୁ ବ୍ଲାକଲିଷ୍ଟ କରାଯିବ ବୋଲି ଜଣାପଡିଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe