ରାଜ୍ୟସଭା ଆସନ ନେଇ ଦଳମାନଙ୍କ ଛକାପଞ୍ଝା , ବିଜୟ ଦାବିରେ ତିନି ଦଳ

Advertisment

ରାଜ୍ୟସଭା ନିର୍ବାଚନକୁ ନେଇ ସରଗରମ ରାଜନୀତି । କେନ୍ଦ୍ର ଫୋକସରେ ଓଡ଼ିଶାର ଚତୁର୍ଥ ଆସନ ଥିବା ବେଳେ ଏ ନେଇ ତିନି ଦଳ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିଛି । ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଭେଟିବା ପରେ ଚର୍ଚ୍ଚା ଆହୁରି ସରଗରମ ହୋଇଛି ।

Rajyasabha

Rajyasabha Photograph: (Kanak News)

କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନକୁ ନେଇ ସରଗରମ ରାଜନୀତି । କେନ୍ଦ୍ର ଫୋକସରେ ଓଡ଼ିଶାର ଚତୁର୍ଥ ଆସନ ଥିବା ବେଳେ ଏ ନେଇ ତିନି ଦଳ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିଛି । ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଭେଟିବା ପରେ ଚର୍ଚ୍ଚା ଆହୁରି ସରଗରମ ହୋଇଛି ।

ଅଧିକ ପଢନ୍ତୁ : ରାଜ୍ୟସଭା ନିର୍ବାଚନରେ ନବୀନଙ୍କ ରଣନୀତିକୁ ନେଇ ସରଗରମ ରାଜନୀତି, ଦ୍ୱନ୍ଦ୍ୱରେ ତୃଣମୂଳସ୍ତରର ଉଭୟ ଦଳର ନେତା ଓ କର୍ମୀ

ଚତୁର୍ଥ ଆସନ ଲାଗି ବିଜେଡି-କଂଗ୍ରେସର କମନ କାଣ୍ଡିଡେଟ୍ ଦତ୍ତେଶ୍ବର ହୋତା ହୋଇଥିବା ବେଳେ ଦିଲ୍ଲୀପ ରାୟଙ୍କୁ ବିଜେପି ସମର୍ଥନ କରୁଛି । ଦତ୍ତେଶ୍ବର ନିଶ୍ଚିତ ବିଜୟୀ ହେବେ ବୋଲି ପୂର୍ବରୁ କହିଥିଲେ ପିସିସି ସଭାପତି ଭକ୍ତ ଦାସ । ସେହିପରି ବିଜେପି ମଧ୍ୟ ରାଜ୍ୟସଭା ନିର୍ବାଚନରେ ସଫଳତା ମିଳିବ ବୋଲି କହିଥିଲା । ଅନ୍ୟପଟେ ଏ ନେଇ ପ୍ରତିକ୍ରିୟା ରଖି ବିଜେଡି କହିଛି ସରକାରୀ ଦଳର ଆସ୍ଫାଳନ ସତ ହେବନି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe