ଆଇଏନ୍‌ଏସ୍‌ ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ : ଉଦ୍‌ବୋଧନରେ କହିଲେ, ଖୁବଶୀଘ୍ର ନକ୍ସଲ ମୁକ୍ତ ହେବ ଭାରତ

ଖୁବଶୀଘ୍ର ନକ୍ସଲମୁକ୍ତ ହେବ ଭାରତ ।  ନୌସେନାଙ୍କ ସହ ଦୀପାବଳି ପାଳନ ଅବସରରେ ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କହିଛନ୍ତି, ଆଜି ମାଓବାଦୀଙ୍କ ଆତଙ୍କୀରୁ ମୁକ୍ତି ପାଇଛି ଭାରତ

7

Photograph: (KANAKNEWS)

କନକବ୍ୟୁରୋ :  ଖୁବଶୀଘ୍ର ନକ୍ସଲମୁକ୍ତ ହେବ ଭାରତ ।  ନୌସେନାଙ୍କ ସହ ଦୀପାବଳି ପାଳନ ଅବସରରେ ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କହିଛନ୍ତି, ଆଜି ମାଓବାଦୀଙ୍କ ଆତଙ୍କୀରୁ ମୁକ୍ତି ପାଇଛି ଭାରତ । ଦେଶର ଶହେରୁ ଅଧିକ ଜିଲ୍ଲା ମାଓବାଦୀଙ୍କ କବଳରେ ରହିଥିଲା ।  

ହାଡ୍‌କୋର ମାଓବାଦୀଙ୍କୁ ଧରିବା ପାଇଁ ପୁଲିସର ନୂଆ ରଣନୀତି; ୪କୋଟି ୩୦ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା

କିନ୍ତୁ ଏବେ ମାତ୍ର ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ନକ୍ସଲ । ଖୁବଶୀଘ୍ର ଏସବୁ ଜିଲ୍ଲା ବି ମାଓମୁକ୍ତ ହେବାକୁ ଯାଉଛି । ଏବେ ମାଓବାଦୀ ଅସ୍ତ୍ରଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି । ଏସବୁ କେବଳ ଆମ ସୁରକ୍ଷାବଳଙ୍କ ପରାକ୍ରମ ଯୋଗୁଁ ସମ୍ଭବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe