ଭଙ୍ଗା ବ୍ରିଜରେ ବିପଦସଙ୍କୁଳ ଯାତାୟାତ କରୁଥିଲେ ଲୋକେ, କନକ ନ୍ୟୁଜରେ ଖବର ପ୍ରସାରଣ ପରେ ମିଳିଲା ୬ କୋଟିର ଅନୁଦାନ

Advertisment

ବରଗଡ ସହରରୁ ମାତ୍ର ପାଞ୍ଚ କିଲୋମିଟର ଦୂର ରେ ଥିବା ଏହି ଡ଼ୁମେର ପାଲି  ବ୍ରିଜ ।  ଏହି ବ୍ରିଜ ଦେଇ ଛଅ ଖଣ୍ଡ ଗାଁ ବରଗଡ ସହର କୁ ସଂଯୋକ କରେ କ୍ଷ ଡ଼ୁମେର ପାଳି ସମେତ ଥପା ଟିକ୍ରା, ଯାମ ପାଳି, ଗୁଡେସିରା, ନୀଲେଶ୍ଵର, ମିର୍ଧା ପଡା ଭଳି ଛଅ ଟି ଗାଁ ଲୋକ  ପ୍ରତିଦିନ ଏହି ବ୍ରିଜ ଦେଇ ଯିବା ଆସିବା କରନ୍ତି । 

ବରଗଡ ସହରରୁ ମାତ୍ର ପାଞ୍ଚ କିଲୋମିଟର ଦୂର ରେ ଥିବା ଏହି ଡ଼ୁମେର ପାଲି  ବ୍ରିଜ ।  ଏହି ବ୍ରିଜ ଦେଇ ଛଅ ଖଣ୍ଡ ଗାଁ ବରଗଡ ସହର କୁ ସଂଯୋକ କରେ କ୍ଷ ଡ଼ୁମେର ପାଳି ସମେତ ଥପା ଟିକ୍ରା, ଯାମ ପାଳି, ଗୁଡେସିରା, ନୀଲେଶ୍ଵର, ମିର୍ଧା ପଡା ଭଳି ଛଅ ଟି ଗାଁ ଲୋକ  ପ୍ରତିଦିନ ଏହି ବ୍ରିଜ ଦେଇ ଯିବା ଆସିବା କରନ୍ତି । 

6A

କନକ ବ୍ୟୁରୋ : କନକ ନିୟୁଜ ରେ ଖବର ବାଜିଲା ପ୍ରଶାସନର ଦୃଷ୍ଟି ସେତୁ ଉପରେ ପଡିଲା ଏହି ଖବର ଆମେ ଚାରିଦିନ ଆଗରୁ ଖବର ପ୍ରସାରଣ କରିଥିଲୁ ଖବର ପ୍ରସାରଣ ପରେ ସେତୁ ପାଇଁ ମିଳିଲା ଅନୁଦାନ ଭିତ୍ତିପ୍ରସ୍ତ ଉଦଘାଟନ କଲେ ବିଧାୟକ ନୂତନ ସେତୁ ପାଇବେ ଗ୍ରାମବାସୀ ଯାହାକୁ ନେଇ ମୁହଁରେ ଫୁଟିଲା ହସ, ଆଉ ବିପଦ ପୂର୍ଣ୍ଣ ଯାତ୍ରା କରିବେନି ଗ୍ରାମବାସୀ  ଭଙ୍ଗା ଦଦରା ଅବସ୍ଥାରେ ପଡି ରହିଛି ବ୍ରିଜ, ସିମେଣ୍ଟ,କଂକ୍ରିଟ ଛାଡି ଆଁ କରିଛି ବ୍ରିଜ ଲୁହା ଛଡ଼ ସବୁ ଦିଶୁଛି ।  ବ୍ରିଜ ରାସ୍ତା ମଝି ଫାଟ ହେବା ସହ ବ୍ରିଜ ସବୁ ଦବି ବଙ୍କା ହୋଇଗଲାଣି ।  ତଥାପି ସେହି ବିପଦ ପୁର୍ଣ ବ୍ରିଜ ଉପରେ ଲୋକେ ଯାତାୟାତ କରୁଛନ୍ତି । 

ଅଧିକ ପଢ଼ନ୍ତୁ : ବରଗଡ଼ବାସୀଙ୍କ ଆଶାରେ ତାଲା, ସ୍ୱପ୍ନର କ୍ୟାନ୍‌ସର ହସ୍ପିଟାଲ ଅଚଳ

ବରଗଡ ସହରରୁ ମାତ୍ର ପାଞ୍ଚ କିଲୋମିଟର ଦୂର ରେ ଥିବା ଏହି ଡ଼ୁମେର ପାଲି  ବ୍ରିଜ ।  ଏହି ବ୍ରିଜ ଦେଇ ଛଅ ଖଣ୍ଡ ଗାଁ ବରଗଡ ସହର କୁ ସଂଯୋକ କରେ କ୍ଷ ଡ଼ୁମେର ପାଳି ସମେତ ଥପା ଟିକ୍ରା, ଯାମ ପାଳି, ଗୁଡେସିରା, ନୀଲେଶ୍ଵର, ମିର୍ଧା ପଡା ଭଳି ଛଅ ଟି ଗାଁ ଲୋକ  ପ୍ରତିଦିନ ଏହି ବ୍ରିଜ ଦେଇ ଯିବା ଆସିବା କରନ୍ତି ।  ସ୍କୁଲ ଛାତ୍ରଛାତ୍ରୀ ଠୁ ଆରମ୍ଭ କରି ବ୍ୟାପର ବାଣିଜ୍ୟ କରିବା ପାଇଁ ଶତାଧିକ ଲୋକଙ୍କ ପାଇଁ ଗୋଟିଏ ବିକଳ୍ପ ମାତ୍ର ଏହି ବ୍ରିଜ ।  ଏହି ବ୍ରିଜ ଦେଇ ଶହ ଶହ ଗାଡି ମଟର ମଧ୍ୟ୍ୟ ଚଳାଚଳ କରୁଛି ।  କେତେବେଳେ ବ୍ରିଜ ଭୁଶୁଡି ଯିବାର ସମ୍ଭାବନାକୁ ମଧ୍ୟ୍ୟ ଏଡାଇ ଦିଆ ନ ଯାଇପାରେ ବ୍ରିଜ ଟି ବିପଦ ସଂକୁଳ ଅବସ୍ଥା ରହିଛି ବୋଲି ପ୍ରଶାସନ ତରଫରୁ ରାସ୍ତା କଡରେ ସାଇନ ବୋର୍ଡ ମଧ୍ୟ୍ୟ ଲଗାଯାଇଛି   କିନ୍ତୁ ଲୋକ ଙ୍କ ପାଇଁ ଏହି ବ୍ରିଜ ଛଡା ଅନ୍ୟ କୌଣସି ବିକଳ୍ପ ନ ଥିବା ଯୋଗୁଁ ପ୍ରତିଦିନ ବିପଦ ପୁର୍ଣ ଯାତ୍ରାକରୁଥିବା କହିଛନ୍ତି ଗ୍ରାମବାସୀ ।  ଏହି ଖବର ଟି ଦେଖିଇଥିଲୁ ତେବେ ନୂତନ ସେତୁ ପାଇଁ ୬ କୋଟି ୮୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବ ନୂତନ ସେତୁ ।  ଯାହାର ଭିତ୍ତି ପ୍ରସ୍ତ ଉଦଘାଟନ କରିଛନ୍ତି ବରଗଡ ବିଧାୟକ ଅଶ୍ୱିନୀ ଷଢଙ୍ଗୀ ।  ଛଅ ଖଣ୍ଡ ଗାଁ ପାଇଁ ସହର ରେ ଯୋଡି ହେବ ଏହି ସେତୁ କ୍ଷ ଆଗରୁ ଗ୍ରାମବାସୀ  ବହୁ କଷ୍ଟ ତଥା ବିପଦ ପୂର୍ଣ୍ଣ ଯାତ୍ରା କରୁଥିଲେ ତାହା ସେତୁ ନିର୍ମାଣ ହେଲେ ତାହା ଦୂର ହୋଇଯିବ ବୋଲି କହିଛନ୍ତି ବିଧାୟକ ।  ତେବେ ନୁଆଁ ସେତୁ ହେବ ଯାତାୟାତ ସୁବିଧା ହେବେ ଯାହାକୁ ନେଇ  ଗ୍ରାମବାସୀ ଙ୍କ ମୁହଁ ରୁ ଫୁଟିଛି ହସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe