କନକ ବ୍ୟୁରୋ: କାଉଣ୍ଟର ଖୋଲିବା ପରେ ଟିକେଟ୍ କିଣିବାକୁ ଲୋକଙ୍କ ଉତ୍ସାହ । ବାରବାଟୀରେ ଅସମ୍ଭାଳ ଭିଡ଼ । ନାକେଦମ ପୁଲିସ । ସୁରକ୍ଷା ପାଇଁ ବାଉଁସର ନିୟୋଜିତ । ୫ଟି କାଉଣ୍ଟରରେ ବିକ୍ରି ହେଉଛି ଟିକେଟ୍ । ଟିକେଟ୍ ପାଇଁ ଲାଗିଛି ଲମ୍ବା ଲାଇନ । କାଉଣ୍ଟରରେ ମାତ୍ର ୧୦ ହଜାର ଟିକେଟ ବିକ୍ରି ହେବ । ଏଥିପାଇଁ ତା’ ପୂର୍ବରୁ ଲାଗିଛି କାଉଣ୍ଟର ଆଗରେ ଲାଗିଛି ଲମ୍ବା ଲାଇନ । ଟିକେଟ୍ ପାଇବା ପାଇଁ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଅପେକ୍ଷା କରିଛନ୍ତି ଫ୍ୟାନ୍ସ ।
ଅଧିକ ପଢନ୍ତୁ: ବାରବାଟୀ ମ୍ୟାଚ୍ ପାଇଁ ସୁରକ୍ଷା କଡ଼ାକଡ଼ି ; ମୁତୟନ ହେବେ ୫୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ
୫ଟି କାଉଣ୍ଟରରେ ବିକ୍ରି ହେଉଛି ଟିକେଟ୍ । କାଉଣ୍ଟରରେ ମାତ୍ର ୧୦ ହଜାର ଟିକେଟ ବିକ୍ରି ହେବ । ଗତକାଲି ସନ୍ଧ୍ୟାରୁ ଫ୍ୟାନ୍ସ ଟିକେଟ୍ ପାଇଁ ଷ୍ଟାଡିୟମ ବାହାରେ ଜମା ହୋଇଛନ୍ତି । ପରିସ୍ଥିତି ଅଣାୟତ ହେବାରୁ ଟିକେଟ୍ କାଉଣ୍ଟଟର ବାହାରେ ବାଉଁଶର ନିୟୋଜିତ ହୋଇଛି । ଦର୍ଶକଙ୍କୁ ନିୟନ୍ତ୍ରଣ କରିବାରେ ପୁଲିସ ନାକେଦମ ହୋଇଥିଲା । କାଉଣ୍ଟର ଆଗରେ ଅସମ୍ଭାଳ ଭିଡ଼ ଜମିଥିବା ବେଳେ ଫ୍ୟାନଙ୍କ ଭିତରେ ଅସନ୍ତୋଷ ବି ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/05/barabati-2025-12-05-11-51-41.jpg)