ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ: ୭ଟି ସ୍ଥାନରେ ମିଜାଇଲ୍ ମାଡ଼ କଲା ପାକିସ୍ତାନ, ୨୩ ମୃତ

Advertisment

ଆଫଗାନିସ୍ତାନ ଉପରେ ପାକିସ୍ତାନର ବଡ଼ ଆକ୍ରମଣ । ମଦ୍ରାସା ସମେତ ଆଫଗାନିସ୍ତାନର ୭ଟି ସ୍ଥାନରେ ମିଜାଇଲ୍ ମାଡ଼ କରିଛି ପାକିସ୍ତାନ । ଆଫଗାନିସ୍ତାନ ବାୟୁ ସୀମା ଭିତରେ ପଶି ଫାଇଟର ଜେଟ୍ ଏଫ୍‌-୧୬ ସହାୟତାରେ ମିଜାଇଲ୍ ମାଡ଼ କରିଛି ପାକିସ୍ତାନ ।

Pakistan

Photograph: (Kanak News)

କନକ ବ୍ୟୁରୋ : ଆଫଗାନିସ୍ତାନ ଉପରେ ପାକିସ୍ତାନର ବଡ଼ ଆକ୍ରମଣ । ମଦ୍ରାସା ସମେତ ଆଫଗାନିସ୍ତାନର ୭ଟି ସ୍ଥାନରେ ମିଜାଇଲ୍ ମାଡ଼ କରିଛି ପାକିସ୍ତାନ । ଆଫଗାନିସ୍ତାନ ବାୟୁ ସୀମା ଭିତରେ ପଶି ଫାଇଟର ଜେଟ୍ ଏଫ୍‌-୧୬ ସହାୟତାରେ ମିଜାଇଲ୍ ମାଡ଼ କରିଛି ପାକିସ୍ତାନ । ଏଥିରେ ୨୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି ।

ଅଧିକ ପଢନ୍ତୁ : ବିଷାକ୍ତ ଗ୍ୟାସ୍ ଲିକ୍ ଓ ଉଗ୍ରବାଦୀ ଆକ୍ରମଣ: ୭୧ ଜଣଙ୍କ ଜୀବନ ଗଲା

ଜାତୀୟ ଗଣମାଧ୍ୟମର ପ୍ରକାଶିତ ରିପୋର୍ଟ ଅନୁଯାୟୀ ସୀମାନ୍ତ ଅଞ୍ଚଳରେ ୭ଟି ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରାଯାଇଥିବା ପାକିସ୍ତାନର ସୂଚନା ମନ୍ତ୍ରାଳୟ ସୋସିଆଲ ମିଡିଆରେ ସୂଚନା ଦେଇଛି । ନିକଟରେ ହୋଇଥିବା ଆତ୍ମଘାତୀ ଆକ୍ରମଣର ଜବାବରେ ଏହି ଆକ୍ରମଣ କରାଯାଇଥିବା ଇସଲାମାବାଦ ପକ୍ଷରୁ କୁହାଯାଇଛି । । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe