ଅପରେସନ ଗ୍ରୀନ କ୍ଲିନ୍ : ୩୮ ଏକର ଜମିରେ ସାଢ଼େ ୪ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

Advertisment

ଜୋରଦାର ଚାଲିଛି ଅପରେସନ ଗ୍ରୀନ କ୍ଲିନ୍। କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାରେ ଅବକାରୀ ଓ ପୁଲିସ ମିଳିତ ଭାବେ ଚଢାଉ କରିଛନ୍ତି । ୩୮ ଏକର ଜମିରେ ସାଢ଼େ ୪ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ ହୋଇଛି

ଜୋରଦାର ଚାଲିଛି ଅପରେସନ ଗ୍ରୀନ କ୍ଲିନ୍। କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାରେ ଅବକାରୀ ଓ ପୁଲିସ ମିଳିତ ଭାବେ ଚଢାଉ କରିଛନ୍ତି । ୩୮ ଏକର ଜମିରେ ସାଢ଼େ ୪ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ ହୋଇଛି

27

Photograph: (kanaknews)

 କନକବ୍ୟୁରୋ : ଜୋରଦାର ଚାଲିଛି ଅପରେସନ ଗ୍ରୀନ କ୍ଲିନ୍। କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାରେ ଅବକାରୀ ଓ ପୁଲିସ ମିଳିତ ଭାବେ ଚଢାଉ କରିଛନ୍ତି । ୩୮ ଏକର ଜମିରେ ସାଢ଼େ ୪ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ ହୋଇଛି ।  କୋରାପୁଟ ଅବକାରୀ ଅଧୀକ୍ଷକ ଅରୁଣ ପାଢ଼ୀ ଏବଂ ବୈପାରିଗୁଡା ଥାନା  ଓଆଇସି ଡମ୍ବରୁ ଧର ବାତ୍ରିଆଙ୍କ ନିର୍ଦ୍ଦେଶକ୍ରମେ ଅପରେସନ ଗ୍ରୀନ କ୍ଲିନ୍ ଜରିଆରେ ଚଢ଼ାଉ କରାଯାଇ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି ।

ଅଧିକ ପଢନ୍ତୁ... ସମ୍ବଲପୁର ତଲାବିରା ଖଣି ଦୁର୍ନୀତି ମାମଲା : ନୂଆଦିଲ୍ଲୀରୁ ଆସିବେ ସିବିଆଇ ଟିମ୍

 ବୈପାରିଗୁଡା ଥାନା ଜି. ମାଝିଗୁଡା ପଞ୍ଚାୟତର କଟ୍ରାଗୁଡା ଏବଂ ଭାଟିଗୁଡା ଗାଁର ଆଖପାଖ ଅଞ୍ଚଳର ଜଙ୍ଗଲ ଭିତରେ ବେଆଇନ ଭାବେ ହୋଇଥିଲା ଗଞ୍ଜେଇ ଚାଷ। ନଷ୍ଟ କରିବା ପରେ ନିଆଁରେ ପୋଡ଼ି ଦିଆଯାଇଛି। ବୈପାରିଗୁଡା ବ୍ଲକର ଅଧିକାଂଶ ଅଞ୍ଚଳ ଦୁର୍ଗମ ତଥା ପୂର୍ବରୁ ମାଓପ୍ରବଣ ଥିବାରୁ ଗଞ୍ଜେଇ ଚାଷ କରାଯାଉଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe