କନକ ବ୍ୟୁରୋ: ବାଣ ବସ୍ଫୋରଣରେ ଚାଲିଗଲା ଜଣକ ଜୀବନ । ବେଆଇନ ଭାବେ ଦୀପାବଳୀ ପାଇଁ ଭିଡୁଥିଲେ ବାଣ। ଖଲ୍ଲିକୋଟ ଥାନା କୈଠଡ଼ା ଗ୍ରାମରେ ଅଭାବନୀୟ ଘଟଣା। ବାଣ ତିଆରି କରିବା ସମୟରେ ଅସାବଧାନତା ଯୋଗୁଁ ବିସ୍ଫୋରଣ ।
ବାଣ ଫୁଟାକୁ ନେଇ କମିସନରେଟ୍ ପୁଲିସର କଟକଣା ; ରାତି ୯ଟା ପରେ ବାଣ ଫୁଟାଇଲେ ବନ୍ଧାହେବେ
ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ବିସ୍ପୋରଣରେ ଯୁବକ ଗୋଟିଏ ଗୋଡ ଓ ଗୋଟିଏ ହାତ ଉଡିଯାଇଛି । ଖଲ୍ଲିକୋଟ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ମୃତ ଯୁବକ ଜଣକ ହେଲେ କୈଠଡ଼ା ଗ୍ରାମର ପିଣ୍ଟୁ ପଲେଇ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/20/cracker-2025-10-20-08-55-49.jpg)