ଦ୍ବିତୀୟ କନିଷ୍ଠ ଏସୀୟ ସଫ୍ଟ ଟେନିସ୍ ଚାମ୍ପିଅନସିପ୍: ଭାରତୀୟ ଦଳରେ ମନ୍ମୟ ପଟ୍ଟନାୟକ

Advertisment

ଫେବ୍ରୁଆରି ୩-୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଦ୍ବିତୀୟ କନିଷ୍ଠ ଏସୀୟ ସଫ୍ଟ ଟେନିସ୍ ଚାମ୍ପିଅନସିପ୍ ପାଇଁ ଭାରତୀୟ ଦଳରେ ଓଡ଼ିଶାର ମନ୍ମୟ ପଟ୍ଟନାୟକ ସ୍ଥାନ ପାଇଛନ୍ତି । ଏଥିଲାଗି ତାଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଫେବ୍ରୁଆରି ୩-୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଦ୍ବିତୀୟ କନିଷ୍ଠ ଏସୀୟ ସଫ୍ଟ ଟେନିସ୍ ଚାମ୍ପିଅନସିପ୍ ପାଇଁ ଭାରତୀୟ ଦଳରେ ଓଡ଼ିଶାର ମନ୍ମୟ ପଟ୍ଟନାୟକ ସ୍ଥାନ ପାଇଛନ୍ତି । ଏଥିଲାଗି ତାଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି ।

manmay Patnaik

କନକ ବ୍ୟୁରୋ: ପଞ୍ଜାବର ଲୁଧିଆନାଠାରେ ଚଳିତ ଫେବ୍ରୁଆରି ୩-୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଦ୍ବିତୀୟ କନିଷ୍ଠ ଏସୀୟ ସଫ୍ଟ ଟେନିସ୍ ଚାମ୍ପିଅନସିପ୍ ପାଇଁ ଭାରତୀୟ ଦଳରେ ଓଡ଼ିଶାର ମନ୍ମୟ ପଟ୍ଟନାୟକ ସ୍ଥାନ ପାଇଛନ୍ତି । ଏଥିଲାଗି ତାଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି । ଏଥିଲାଗି ମଙ୍ଗଳବାର ତାଙ୍କୁ କଳିଙ୍ଗ ଷ୍ଟାଡିୟମ୍‌ଠାରେ କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ ଶୁଭକାମନା ଜଣାଇବା ସହ ତାଙ୍କର ସଫଳତା କାମନା କରିଛନ୍ତି । ମନ୍ମୟ ଏହା ପୂର୍ବରୁ ଥାଇଲାଣ୍ଡର ପଟାୟାଠାରେ ଆୟୋଜିତ ୧୫ବର୍ଷରୁ କମ୍‌ ବିଶ୍ବ ଟୁର୍‌ ଅନ୍ତର୍ଜାତୀୟ ସଫ୍‌ଟ ଟେନିସ୍‌ ପ୍ରତିଯୋଗିତାରେ ମଧ୍ୟ ଭାରତର ପ୍ରତିନିଧିତ୍ବ କରିଥିଲେ । 

ଏହା ବି ପଢ଼ନ୍ତୁ: ନବ ଦାଶ-ପ୍ରଶାନ୍ତ ମହାପାତ୍ର ସ୍ମାରକୀ କ୍ରିକେଟ୍‌: ଫାଇନାଲ୍‌ରେ ରାମେଶ୍ବର ସ୍ପୋର୍ଟିଂ-ବାପୁଜୀ କ୍ରିକେଟ୍‌ କ୍ଲବ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe