ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା, ଏଣିକି ଗୁଗଲରେ ଓଡ଼ିଆରେ ଦେଇ ହେବ ଭଏସ୍ କମାଣ୍ଡ

Advertisment

ଏଆଇ ସମ୍ମିଳନୀ ପୂର୍ବରୁ ୮ଟି ରାଜ୍ୟରେ ଏଆଇ ଇମ୍ପାକ୍ଟ ରିଜିଓନାଲ ସମ୍ମିଳନୀ ହେବ । ଲୋକଙ୍କ ପାଖରେ କିପରି ଏଆଇ କାମ କରିବ । ଏଆଇକୁ କିପରି ସରକାରୀ ବ୍ୟବସ୍ଥାରେ ଉପଯୋଗ କରାଯାଇପାରିବ ସେ ନେଇ ଆଲୋଚନା ହେବ। ଶିକ୍ଷା, ସ୍ବାସ୍ଥ୍ୟ,  ବିପର୍ଯ୍ୟୟ ପରିଚାଳନା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ଓ ସଂସଦୀୟ ବ୍ୟପାର ବିଭାଗରେ ଏଆଇ ଉପଯୋଗ ଉପରେ ଫୋକସ୍ କରାଯାଉଛି । ଆଗକୁ ୪୧ ବିଭାଗରେ ଏଆଇ ଉପଯୋଗ ହେବ। ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ପାଇଁ ଏଆଇ ବ୍ୟବହାର କରାଯି ବ। ଓଡିଆ ଭାଷାକୁ ଏଆଇରେ ଆଣିବାକୁ ବ୍ୟବସ୍ଥା କରାଯିବ । ଏହା ସହ ଭାଷାଦାନ କାର୍ଯ୍ୟକ୍ରମ  ମଧ୍ୟ କରାଯିବ ।

google

କନକ ବ୍ୟୁରୋ : ଏଣିକି ଗୁଗୁଲରେ ଓଡ଼ିଆରେ ଦେଇ ହେବ ଭଏସ୍‌ କମାଣ୍ଡ। ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେପ୍ଟେମ୍ବର ୧୯ ଓ ୨୦ ଦୁଇ ଦିନ ଧରି ଭୁବନେଶ୍ୱରରେ ହେବ ଏଆଇ ସମ୍ମିଳନୀ । ଏଆଇ କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ଦେଶ ହେବ। ଡିଜିଟାଲ ଇଣ୍ଡିଆ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନିରନ୍ତର ପ୍ରାୟାସ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଓଡ଼ିଶା ଆଗକୁ ବଢୁଛି। ଏହି ସମ୍ମିଳନୀ ଜାତୀୟ ଓ ଆନ୍ତର୍ଜାତୀୟ ପ୍ରତିନିଧି ଯୋଗଦେବେ । ତିନି ସୂତ୍ର ଓ ୭ ଚକ୍ରକୁ ନେଇ ଆଲୋଚନା ହେବ । ଏଆଇ ସମ୍ମିଳନୀ ପୂର୍ବରୁ ୮ଟି ରାଜ୍ୟରେ ଏଆଇ ଇମ୍ପାକ୍ଟ ରିଜିଓନାଲ ସମ୍ମିଳନୀ ହେବ । ଲୋକଙ୍କ ପାଖରେ କିପରି ଏଆଇ କାମ କରିବ । ଏଆଇକୁ କିପରି ସରକାରୀ ବ୍ୟବସ୍ଥାରେ ଉପଯୋଗ କରାଯାଇପାରିବ ସେ ନେଇ ଆଲୋଚନା ହେବ। ଶିକ୍ଷା, ସ୍ବାସ୍ଥ୍ୟ,  ବିପର୍ଯ୍ୟୟ ପରିଚାଳନା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ଓ ସଂସଦୀୟ ବ୍ୟପାର ବିଭାଗରେ ଏଆଇ ଉପଯୋଗ ଉପରେ ଫୋକସ୍ କରାଯାଉଛି । ଆଗକୁ ୪୧ ବିଭାଗରେ ଏଆଇ ଉପଯୋଗ ହେବ। ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ପାଇଁ ଏଆଇ ବ୍ୟବହାର କରାଯି ବ। ଓଡିଆ ଭାଷାକୁ ଏଆଇରେ ଆଣିବାକୁ ବ୍ୟବସ୍ଥା କରାଯିବ । ଏହା ସହ ଭାଷାଦାନ କାର୍ଯ୍ୟକ୍ରମ  ମଧ୍ୟ କରାଯିବ ।

ଅଧିକ ପଢ଼ନ୍ତୁ : କଲେଜ ପିଲାଙ୍କୁ ଗୁଗୁଲର ବଡ଼ ଉପହାର : କମ୍ପାନି ମାଗଣାରେ ଦେଉଛି ସବ୍‌ସ୍କ୍ରିପ୍‌ସନ୍‌ , ଜାଣନ୍ତୁ କ’ଣ ମିଳିବ ସୁବିଧା ?

କହିରଖୁ କି ଆଜିକା ସମୟରେ ସେ ଶିକ୍ଷିତ ଲୋକ ହୁଅନ୍ତୁ ବା ମୁର୍ଖ ଲୋକ । ରାଜ୍ୟରେ ଅଧାରୁ ଅଧିକ ଲୋକ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି । ଶିକ୍ଷିତ ଲୋକଙ୍କ କଥା ଛାଡ଼ନ୍ତୁ, ଅଶିକ୍ଷିତ ଲୋକମାନେ ସୋସିଆଲ ମିଡିଆରେ କିଛି ଖୋଜିବା ହେଉ କି, କୌଣସି କାମ ପାଇଁ ଗୁଗଲ ବ୍ୟବହାର କରିବା ହେଉ, ସେଥିରେ ମାତୃଭାଷା ଚାଲୁ ନଥିବାରୁ ସେମାନଙ୍କୁ ଅନେକ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ୁଛି । ଏହାକୁ ନଜରରେ ରଖି ଗୁଗଲ କିଭଳି ଓଡ଼ିଆ ଭାଷାରେ କମାଣ୍ଡ ବୁଝିପାରିବ ତା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଫଳରେ ଅତି ସାଧାରଣ ଲୋକଟିଏ ବି ତା'ର ଆବଶ୍ୟକ ମୁତାବକ ଜିନିଷ ବାବଦରେ ଜାଣିବା ପାଇଁ ଗୁଗଲକୁ ନିଜ ଭାଷାରେ କମାଣ୍ଡ ଦେଇପାରିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe