କନକ ବ୍ୟୁରୋ: ନୂଆପଡ଼ାରେ ଜମୁଛି ପ୍ରଚାର । ତିନି ପ୍ରମୁଖ ଦଳ ଭୋଟରଙ୍କୁ ପ୍ରଭାବିତ କରିବାକୁ ନିଜ ନିଜର ରଣନୀତି କରୁଛନ୍ତି । ସବୁ ବର୍ଗର ଭୋଟଙ୍କୁ ନିଜ ସପକ୍ଷରେ ଟାଣିବାକୁ ଆଦିବାସୀ ସମ୍ମିଳନୀ ସହ ଘନଘନ ମିଶ୍ରଣ ପର୍ବ ବି ଅନୁଷ୍ଠିତ ହେଉଛି । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଆଜି ମାରାଥନ ପ୍ରଚାର କରିଛନ୍ତି ।
ନୂଆପଡା ଉପନିର୍ବାଚନ ପାଇଁ ଧରପଗଡ ଜୋର୍, ସ୍ଥାନୀୟ ମୋହରା ଛକରୁ ଦୁଇ ଲକ୍ଷ ଟଙ୍କା ଜବତ
କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ଗାଁକୁ ଗାଁ ବୁଲି ଭୋଟରଙ୍କୁ ନିଜ ପକ୍ଷରେ ଆଣିବାକୁ ଚେଷ୍ଟା ଚଳାଇଛନ୍ତି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଦଳୀୟ କର୍ମୀଙ୍କ ସହ ମିଶି ପ୍ରଚାରକୁ ଜୋରଦାର କରିଛନ୍ତି । ଦେଖିବାକୁ ଗଲେ ପନିର୍ବାଚନ ପାଇଁ ତିନି ଦଳ ପ୍ରଚାର ଜୋରଦାର କରିଛନ୍ତି ।
ନୂଆପଡା ଉପନିର୍ବାଚନ ପାଇଁ ଧରପଗଡ ଜୋର୍, ସ୍ଥାନୀୟ ମୋହରା ଛକରୁ ଦୁଇ ଲକ୍ଷ ଟଙ୍କା ଜବତ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/30/nuapada-by-election-2025-2025-10-30-10-52-39.jpg)