ରାଜ୍ୟସଭା ପାଇଁ ନୀତୀଶ କୁମାରଙ୍କ ନାମାଙ୍କନ , ମୁଖ୍ୟମନ୍ତ୍ରୀ ପଦ ଛାଡ଼ିପାରନ୍ତି ନୀତୀଶ

Advertisment

ନୀତୀଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିସାରିଛନ୍ତି । ଦୀର୍ଘ ୨୦ ବର୍ଷ ଧରି ବିହାରର ମୁଖ୍ୟମନ୍ତ୍ରୀ ରହିଥିବା ୭୫ ବର୍ଷ ବୟସ୍କ ନୀତୀଶ କୁମାରଙ୍କୁ ନେଇ ଦୁଇଦିନ ହେଲା ଲାଗିରହିଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।  ନାମାଙ୍କନ ପୂର୍ବରୁ ନୀତୀଶ ସୋସିଆଲ ମିଡିଆରେ ସ୍ପଷ୍ଟ କରିଥିଲେ ଯେ ସେ ରାଜ୍ୟସଭାକୁ ଯାଉଛନ୍ତି ।

Nitish Kumar

Nitish Kumar Photograph: (Kanak News)

କନକ ବ୍ୟୁରୋ : ନୀତୀଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିସାରିଛନ୍ତି । ଦୀର୍ଘ ୨୦ ବର୍ଷ ଧରି ବିହାରର ମୁଖ୍ୟମନ୍ତ୍ରୀ ରହିଥିବା ୭୫ ବର୍ଷ ବୟସ୍କ ନୀତୀଶ କୁମାରଙ୍କୁ ନେଇ ଦୁଇଦିନ ହେଲା ଲାଗିରହିଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।  ନାମାଙ୍କନ ପୂର୍ବରୁ ନୀତୀଶ ସୋସିଆଲ ମିଡିଆରେ ସ୍ପଷ୍ଟ କରିଥିଲେ ଯେ ସେ ରାଜ୍ୟସଭାକୁ ଯାଉଛନ୍ତି । ହେଲେ ଏବେ ପ୍ରଶ୍ନ ଉଠୁଛି, କିଏ ହେବ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ନୀତୀଶଙ୍କ ସ୍ଥାନରେ ବିଜେପିରୁ ଜଣେ ମୁଖ୍ୟମନ୍ତ୍ରୀ ହେବେ ବୋଲି ସଙ୍କେତ ମିଳିଛି ।

ଅଧିକ ପଢନ୍ତୁ : ରାଜ୍ୟସଭା ବଦଳାଇଦେଲା ରାଜନୈତିକ ସମୀକରଣ; ନୀତୀଶଙ୍କ ନାମାଙ୍କନ ପରେ ବିହାରରେ ବଡ଼ ହଲଚଲ

ହେଲେ କିଏ ହେବ, ତାହା ଏଯାଏଁ ସ୍ପଷ୍ଟ ହୋଇପାରି ନାହିଁ । ତେବେ ନୀତୀଶ କାହିଁକି ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ରାଜ୍ୟସଭାକୁ ଯିବାକୁ ଉଚିତ୍ ମଣିଲେ, ତାକୁ ନେଇ ଏବେ ନାନା ଆକଳନ କରାଯାଛି । ସମ୍ଭବତଃ ନିଜ ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ପୁଅକୁ ଉପମୁଖ୍ୟମନ୍ତ୍ରୀ କରିବା ପାଇଁ ବିଜେପିର ପ୍ରସ୍ତାବକୁ  ଗ୍ରହଣ କରିବା ଲାଗି ନୀତୀଶ କୁମାର ଉଚିତ ମନେ କରିଛନ୍ତି । ବିଧିବଦ୍ଧ ଭାବେ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe