କନକ ବ୍ୟୁରୋ: ବଲିଉଡ୍ ନିର୍ଦ୍ଦେଶକ ରୋହିତ୍ ଶେଟ୍ଟୀଙ୍କ ମହାରାଷ୍ଟ୍ର ମୁମ୍ବାଇ ସ୍ଥିତ ଘର ଉପରକୁ ଗୁଳିମାଡ଼। ଶନିବାର ରାତି ପ୍ରାୟ ୩ଟା ସମୟରେ ଦୁର୍ବୃତ୍ତ ମାନେ ରୋହିତଙ୍କ ଘର ଉପରେ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି ।
ଅଧିକ ପଢନ୍ତୁ :୫୭ ବର୍ଷରେ ବି ଫିଟ୍ ଖିଲାଡ଼ି କୁମାର : ଅଭିନେତା ଅକ୍ଷୟ କୁମାରଙ୍କ ଫିଟନେସର ରାଜ୍ କହିଲେ ନିର୍ଦ୍ଦେଶକ ରୋହିତ୍ ସେଟ୍ଟୀ
ପୁଲିସ ଏବଂ ଫରେନସିକ୍ ଦଳ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଏପର୍ଯ୍ୟନ୍ତ କୌଣସି ମୃତାହତର ରିପୋର୍ଟ ହୋଇନାହିଁ । ରୋହିତ ଶେଟ୍ଟୀ କିମ୍ବା ପୋଲିସ ପକ୍ଷରୁ କୌଣସି ସରକାରୀ ବୟାନ ଜାରି କରାଯାଇ ନାହିଁ । କିଏ ଓ କାହିଁକି ରୋହିତଙ୍କ ଘର ଉପରକୁ ଗୁଳିମାଡ଼ କରିଛି ତାର କାରଣ ଅସ୍ପଷ୍ଟ ରହିଛି ।
ଷ୍ଟୋରୀ ଅପଡେଟ୍ ହେଉଛି...
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/01/rohit-shetty-2026-02-01-07-51-40.jpg)