ମାତିଲେ ମାଙ୍କଡ଼ : ଯାହାକୁ ଦେଖିଲେ କାମୁଡ଼ିଲେ

କାମୁଡ଼ି ରକ୍ତାକ୍ତ କଲେ । ମାଙ୍କଡ଼ଙ୍କୁ ଧରି ଜଙ୍ଗଲରେ ଛାଡ଼ିବା ପାଇଁ ଦାବି

ଯୋଡ଼ାରେ ମାଙ୍କଡ଼ ଆତଙ୍କ

ଯୋଡ଼ାରେ ମାଙ୍କଡ଼ ଆତଙ୍କ Photograph: (KanaKnews)

କନକ ବ୍ୟୁରୋ;  କେନ୍ଦୁଝର ଜିଲ୍ଲା ଯୋଡ଼ାରେ ମାଙ୍କଡ଼ ଆତଙ୍କ । ଘରେ ଘରେ ପଶି ଲୋକଙ୍କୁ ଆକ୍ରମଣ କରୁଛନ୍ତି ମାଙ୍କଡ଼ ପଲ । କାମୁଡ଼ାରେ ୭ଜଣ ଆହତ ହୋଇଥିବା ସୂଚନା ମିଳିଛି। ରବିବାରଠାରୁ ମାଙ୍କଡ଼ଙ୍କ ଦ୍ରୌରାତ୍ମ୍ୟ ଦେଖିବାକୁ ମିଳିଛି ।

ନିଦ ହଜାଇଲାଣି ଦନ୍ତା ହାତୀ : ସେପଟେ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜରେ ଆଠଟିକିଆ ହାତୀପଲଙ୍କ ଉପଦ୍ରବ

ଗତକାଲି ସନ୍ଧ୍ୟାରେ ହାଟିଙ୍ଗରେ ମାଙ୍କଡ଼ଟି ପାଞ୍ଚ ଜଣଙ୍କୁ କାମୁଡ଼ି ଆହତ କରିଥିବା ବେଳେ ଆଜି ସକାଳୁ ସକାଳୁ ଦୁଇଜଣଙ୍କୁ କାମୁଡ଼ିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ମାଙ୍କଡ଼କୁ ଧରି ଜଙ୍ଗଲରେ ଛାଡ଼ିବାକୁ ଦାବି ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe