ଧାରା ୩୨ ଅନୁଯାୟୀ ସାମ୍ବିଧାନିକ ପ୍ରତିକାର ଅଧିକାରର ଅପବ୍ୟବହାର ହେଉଛି : ସୁପ୍ରିମ୍‌କୋର୍ଟ

Advertisment

ଜଷ୍ଟିସ୍ ବିଭି ନାଗରତ୍ନା ଓ ଉଜ୍ଜ୍ବଳ ଭୂୟାଁଙ୍କ ଖଣ୍ଡପୀଠ କହିଛନ୍ତି ଯେ, ହାଇକୋର୍ଟରେ ମୁଲତବୀ ଉପରେ ମଧ୍ୟ ପିଟିସନ ଦାଖଲ କରି ଧାରା ୩୨ର ଅପବ୍ୟବହାର କରାଯାଉଛି। ଧାରା ୩୨ ଅନୁଯାୟୀ ଦାଖଲ ହୋଇଥିବା ମାମଲା ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି।

ଜଷ୍ଟିସ୍ ବିଭି ନାଗରତ୍ନା ଓ ଉଜ୍ଜ୍ବଳ ଭୂୟାଁଙ୍କ ଖଣ୍ଡପୀଠ କହିଛନ୍ତି ଯେ, ହାଇକୋର୍ଟରେ ମୁଲତବୀ ଉପରେ ମଧ୍ୟ ପିଟିସନ ଦାଖଲ କରି ଧାରା ୩୨ର ଅପବ୍ୟବହାର କରାଯାଉଛି। ଧାରା ୩୨ ଅନୁଯାୟୀ ଦାଖଲ ହୋଇଥିବା ମାମଲା ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି।

16bbs_32_16012026_111

କନକ ବ୍ୟୁରୋ : ବମ୍ବେ ହାଇକୋର୍ଟରେ ଏକ ଆବେଦନ ବିଚାରାଧୀନ ଥିବା ସତ୍ତ୍ବେ ମୌଳିକ ଅଧିକାର ଉଲ୍ଲଂଘନ ଅଭିଯୋଗରେ ସର୍ବୋଚ୍ଚ ନ୍ୟାୟାଳୟରୁ ସାମ୍ବିଧାନିକ ପ୍ରତିକାର ମାଗିବାର ଅଧିକାର ପ୍ରଦାନ କରୁଥିବା ଧାରା ୩୨ ଅନୁଯାୟୀ ଆବେଦନ କରିଥିବା ଜଣେ ଆବେଦନକାରୀଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟ ସମାଲୋଚନା କରିଛନ୍ତି। 

ଅଧିକ ପଢ଼ନ୍ତୁ : ୱାଙ୍ଗଚୁକ୍ ଗିରଫ ମାମଲା: କେନ୍ଦ୍ରକୁ ସୁପ୍ରିମକୋର୍ଟ ନୋଟିସ

ଜଷ୍ଟିସ୍ ବିଭି ନାଗରତ୍ନା ଓ ଉଜ୍ଜ୍ବଳ ଭୂୟାଁଙ୍କ ଖଣ୍ଡପୀଠ କହିଛନ୍ତି ଯେ, ହାଇକୋର୍ଟରେ ମୁଲତବୀ ଉପରେ ମଧ୍ୟ ପିଟିସନ ଦାଖଲ କରି ଧାରା ୩୨ର ଅପବ୍ୟବହାର କରାଯାଉଛି। ଧାରା ୩୨ ଅନୁଯାୟୀ ଦାଖଲ ହୋଇଥିବା ମାମଲା ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଶେଷକରି ଦିଲ୍ଲୀର ଆଖପାଖରେ ଥିବା ଲୋକମାନେ ଧାରା ୩୨ ଅନୁଯାୟୀ ଆବେଦନ ଦାଖଲ କରୁଛନ୍ତି। ଏହା କ’ଣ? ଏହା ଏକ ଅପବ୍ୟବହାର ବୋଲି ଖଣ୍ଡପୀଠ କହିଛନ୍ତି। ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ ଧାରା ୩୨ ଅନୁଯାୟୀ ଦାଖଲ ହୋଇଥିବା ଆବେଦନ କୋର୍ଟ ଓ ଆଇନର ପ୍ରକ୍ରିୟାର ଘୋର ଅପବ୍ୟବହାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe