କନକ ବ୍ୟୁରୋ : ଓଡ଼ିଶାର ଶିକ୍ଷକ, ଛତିଶଗଡ଼ରୁ ମୃତଦେହ । ଛତିଶଗଡ଼ ମେନପୁର ନିକଟ ଜଙ୍ଗଲରୁ ଓଡ଼ିଆ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଅଲେଖ ଚରଣ ଭକ୍ତ । ୪ ଦିନ ତଳେ ଶିକ୍ଷକ ଅଲେଖ ଚରଣ ଭକ୍ତ ନିଖୋଜ ଥିଲେ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରାତାଖଣ୍ଡିଗୁଡା ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଥିଲେ ଅଲେଖ ।
ଅଧିକ ପଢନ୍ତୁ : OYO ରୁମ୍ ଭିତରୁ ମିଳିଲା ପ୍ରେମିକର ଝୁଲନ୍ତା ମୃତଦେହ
ଅନ୍ୟ ଏକ ବିଦ୍ୟାଳୟକୁ ମାଟ୍ରିକ ପରୀକ୍ଷା ପର୍ଯ୍ୟବେକ୍ଷକ ଭାବେ ଯାଇ ଆଉ ଘରକୁ ଫେରିନଥିଲେ । ୪ ଦିନ ପରେ ଶିକ୍ଷକ ଅଲେଖ ଚରଣଙ୍କ ମୃତଦେହ ଛତିଶଗଡ଼ର ଏକ ଜଙ୍ଗଲରୁ ମିଳିଛି । ତେଣୁ ସେ ନିଜେ ଆତ୍ମହତ୍ୟା କରିଛନ୍ତି ନା କେହି ହତ୍ୟା କରିଛନ୍ତି, ତାହା ଜଣାପଡିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/25/death-news-2026-02-25-12-45-32.jpeg)