କନକବ୍ୟୁରୋ : OYO ରୁମ୍ ଭିତରୁ ମିଳିଲା ପ୍ରେମିକର ଝୁଲନ୍ତା ମୃତଦେହ। ପ୍ରେମୀ ଯୁଗଳ ଗତକାଲି ଓୟେ ଯାଇଥିଲେ। ବିଳମ୍ବିତ ରାତିରେ ପୁଅ ଘରକୁ ଫୋନ୍ କରି ଅସୁସ୍ଥ ଥିବା ଜଣାଇଥିଲେ ଉପସ୍ଥିତ ପ୍ରେମିକା । ପରିବାର ଆସି ଦେଖିବା ବେଳକୁ ଝୁଲନ୍ତା ଅବସ୍ଥାରେ ଥିଲେ। ମୃତକ ବୁବୁନା ପ୍ରଧାନ। ଉଭୟ ବୁବୁନା ଓ ତାଙ୍କ ପ୍ରେମିକା ଛଅମାସ ଧରି ସାଙ୍ଗ ହୋଇ ରହୁଥିଲେ।ଏବେ କ୍ୟାପିଟାଲ ହସ୍ପିଟାଲ ଶବ ବ୍ୟବଚ୍ଛେଦ କୋଠରିରେ ମୃତଦେହ। ଏୟାରଫିଲ୍ଡ ଥାନା ପୁଲିସ୍ ଘଟଣାର ତଦନ୍ତ ଚଳାଇଛି।
OYO ରୁମ୍ ଭିତରୁ ମିଳିଲା ପ୍ରେମିକର ଝୁଲନ୍ତା ମୃତଦେହ
OYO ରୁମ୍ ଭିତରୁ ମିଳିଲା ପ୍ରେମିକର ଝୁଲନ୍ତା ମୃତଦେହ। ପ୍ରେମୀ ଯୁଗଳ ଗତକାଲି ଓୟେ ଯାଇଥିଲେ। ବିଳମ୍ବିତ ରାତିରେ ପୁଅ ଘରକୁ ଫୋନ୍ କରି ଅସୁସ୍ଥ ଥିବା ଜଣାଇଥିଲେ ଉପସ୍ଥିତ ପ୍ରେମିକା ।
/kanak/media/media_files/2026/02/20/death-2026-02-20-12-50-51.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)