ଅଧିକାରୀଙ୍କୁ ମନ୍ତ୍ରୀଙ୍କ ଚେତାବନୀ; କାମ ନ କଲେ କାର୍ଯ୍ୟାନୁଷ୍ଠାନ ସହ ସିଧାସଳଖ ନିଲମ୍ବନ

Advertisment

ରେଢ଼ାଖୋଲ ବ୍ଳକ କଦଳୀଗଡ ପଞ୍ଚାୟତ ପଣ୍ଡକିମାଳ ଗ୍ରାମରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ । ଏହି ଅବସରରେ ଅଚାନକ ପ୍ରାଥମିକ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରିବାକୁ ଯାଇ ଭଲ ମନ୍ଦ ବୁଝିଥିଲେ । କିଛି ସମୟ ରହିବା ଭିତରେ ଅଞ୍ଚଳ ବାସି ପାନୀୟ ଜଳ ସମସ୍ୟା ନେଇ ଅଭିଯୋଗ କରିଥିଲେ ମନ୍ତ୍ରୀଙ୍କ ପାଖରେ ।

Minister Rabi Narayan Naik

Minister Rabi Narayan Naik Photograph: (Kanak News)

କନକ ବ୍ୟୁରୋ : ବିଭାଗୀୟ ଅବେହେଳା ପାଇଁ ମନ୍ତ୍ରୀଙ୍କ ଚେତାବନୀ । ରେଢ଼ାଖୋଲ ବ୍ଳକ କଦଳୀଗଡ ପଞ୍ଚାୟତ ପଣ୍ଡକିମାଳ ଗ୍ରାମରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ । ଏହି ଅବସରରେ ଅଚାନକ ପ୍ରାଥମିକ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରିବାକୁ ଯାଇ ଭଲ ମନ୍ଦ ବୁଝିଥିଲେ । କିଛି ସମୟ ରହିବା ଭିତରେ ଅଞ୍ଚଳ ବାସି ପାନୀୟ ଜଳ ସମସ୍ୟା ନେଇ ଅଭିଯୋଗ କରିଥିଲେ ମନ୍ତ୍ରୀଙ୍କ ପାଖରେ । ବିଭୀଗୀୟ ଯନ୍ତ୍ରୀ ଅଧିକାରୀ ମାନଙ୍କୁ ଡାକି ତାଗିତ କରିଥିଲେ । ନହେଲେ ମୁଁ କାର୍ଯ୍ୟାନୁଷ୍ଠାନ ନେବି ବୋଲି ସିଧା ସଳଖ ନିଲମ୍ବନ କରିବାକୁ ଚେତାବନୀ ଦେଇଥିଲେ । ମନ୍ତ୍ରୀଙ୍କ ଏମିତି ଆକ୍ସନ ଦେଖି ଅଞ୍ଚଳବାସୀ ଆଚମ୍ବିତ ହୋଇଥିଲେ ।

ଅଧିକ ପଢ଼ନ୍ତୁ : ଏପ୍ରିଲ ୧୬ ରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe