କନକ ବ୍ୟୁରୋ; ଖଣ୍ଡା ବୁଲାଇ ଓ ଧମକ ଡାଇଲଗ କହି ଇନଷ୍ଟାଗ୍ରାମରେ ଭିଡିଓ ଅପଲୋଡ଼ କରି ବନ୍ଧାହେଲେ ଯୁବକ । ଗଞ୍ଜାମ ଦିଗପହଣ୍ଡି ଥାନା ବଡ଼ ଡୁମ୍ବୁଳା ଗାଁର ସୁଶାନ୍ତ ମହାକୁଡ଼ଙ୍କୁ ପୋଲିସ ଗିରଫ କରିଛି ।
୪ ମାସରେ ୩ ଥର ଗୁଳିମାଡ଼: କାହିଁକି କପିଲଙ୍କ ପଛରେ ପଡ଼ିଛି ଲରେନ୍ସ ଗ୍ୟାଙ୍ଗ୍?
ସୁଶାନ୍ତ ଏକ ଖଣ୍ଡା ଓ ତିନୋଟି ମୁଣ୍ଡ ଧରି ଦିଗପହଣ୍ଡି ଥାନା କୁ ଆସିବି, ଭିଡିଓ ଭଲ ଲାଗିଲେ କମେଣ୍ଟ କରିବ ବୋଲି ଅଭିନୟ କରି ଅପଲୋଡ଼ କରିଥିଲା । ଭାଇରାଲ ହେବା ପରେ ପୁଲିସ ନଜରକୁ ଆସିଥିଲା l ପୋଲିସ ଗାଁରେ ପହଞ୍ଚି ସୁଶାନ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ରାଉରକେଲାରେ ବାଳ ସୁଧାରଗୃହରେ ଚଢ଼ାଉ : ସ୍ବତନ୍ତ୍ର ଜେଲର ଓ ପୁଲିସ୍ର ରେଡ୍ରେ ଜବତ ହେଲା ବ୍ୟାପକ ନିଶାଦ୍ରବ୍ୟ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/19/instagram-2025-10-19-10-55-33.jpg)