ମାଟ୍ରିମୋନିଆଲ ସାଇଟରେ ବଡ଼ ଠକେଇ, ଡାକ୍ତର ପରିଚୟ ଦେଇ ଲୁଟିନେଲେ ୨୨ ଲକ୍ଷ

Advertisment

ରଞ୍ଜୀବ ପ୍ରଧାନ ନାମକ ଅଭିଯୁକ୍ତ ଜଣକ, ନିଜକୁ ପ୍ରକାଶ ପ୍ରଧାନ ନାମରେ  ଡାକ୍ତରର ପରିଚୟ ଦେଇ ତା' ଭାଇ ତୁଷାର ପ୍ରଧାନର ବାହାଘର ପାଇଁ ପ୍ରସ୍ତାବ ପକାଉ ଥିଲା ଓ ହେଲେ ଅଭିଯୁକ୍ତ ରଞ୍ଜୀବ ନିଜେ ଫୋନରେ ପ୍ରକାଶ ବନି ଯାଉଥିଲା। ନିଜର ପେଟ୍ରୋଲ ପମ୍ପ ପାଇଁ ୫ ଲକ୍ଷ, ସ୍ୱାସ୍ଥ୍ୟ ବାବଦକୁ ଟଙ୍କା ଓ ବିଭିନ୍ନ ପର୍ଯ୍ୟାୟରେ  ୨୨ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛି ।

cyber

କନକ ବ୍ୟୁରୋ : ମାଟ୍ରିମୋନିଆଲ ସାଇଟରୁ ବଡ଼ ଠକେଇ । ନିଜକୁ ଡାକ୍ତରର ପରିଚୟ ଦେଇ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିବା ଠକକୁ ବାନ୍ଧିଛି ପୁଲିସ ।ଜଣେ ଯୁବତୀଙ୍କ ଅଭିଯୋଗକୁ ନେଇ ତଦନ୍ତ କରିଥିଲା ପାହାଳ ପୁଲିସ । ରଞ୍ଜୀବ ପ୍ରଧାନ ନାମକ ଅଭିଯୁକ୍ତ ଜଣକ, ନିଜକୁ ପ୍ରକାଶ ପ୍ରଧାନ ନାମରେ  ଡାକ୍ତରର ପରିଚୟ ଦେଇ ତା' ଭାଇ ତୁଷାର ପ୍ରଧାନର ବାହାଘର ପାଇଁ ପ୍ରସ୍ତାବ ପକାଉ ଥିଲା ଓ ହେଲେ ଅଭିଯୁକ୍ତ ରଞ୍ଜୀବ ନିଜେ ଫୋନରେ ପ୍ରକାଶ ବନି ଯାଉଥିଲା। ନିଜର ପେଟ୍ରୋଲ ପମ୍ପ ପାଇଁ ୫ ଲକ୍ଷ, ସ୍ୱାସ୍ଥ୍ୟ ବାବଦକୁ ଟଙ୍କା ଓ ବିଭିନ୍ନ ପର୍ଯ୍ୟାୟରେ  ୨୨ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛି । ତେଵେ ମାଟ୍ରିମୋନିଆଲ ସାଇଟରେ ଯୁବତୀଙ୍କୁ ଟ୍ରାପ କରି ଏହିଭଳି କେତେ ଯୁବତୀଙ୍କୁ ଠକିଛି ସେନେଇ, ଖୋଳତାଡ଼ ଆରମ୍ଭ କରିଛି ପୁଲିସ। 

ଅଧିକ ପଢ଼ନ୍ତୁ : ମାଟ୍ରିମୋନିଆଲ୍ ସାଇଟ୍ ଦେଖି ବାଛିଥିଲେ ବର , ବିଶ୍ବାସରେ ଦେଲା ବିଷ । ସୁନାର ଖଣି ଅଛି କହି ଠକିନେଲା ୧୩ ଲକ୍ଷ

ଏ ଘଟଣା ନୂଆ ନୁହେଁ, ଦୈନିକ ସାଇବର ଠକମାନେ କୋଟି କୋଟି ଟଙ୍କା ଲୁଟି ନେଉଥିବାର ଖବର ଗଣମାଧ୍ୟମ ସହ ସୋସିଆଲ ମିଡ଼ିଆରେ ପ୍ରକାଶ ପାଉଛି । ଏନେଇ ପୁଲିସ ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟାଙ୍କର ସାଇବର ବିଭାଗ ତରଫରୁ ଲୋକମାନଙ୍କୁ ସଚେତନ କରାଯାଉଛି । ତଥାପି ମଣିଷ ଲୋଭରେ ପଡ଼ି ଏଭଳି ଠକାମୀରେ ଶିକାର ହେଉଛନ୍ତି । ଯେପର୍ଯ୍ୟନ୍ତ ମଣିଷ ନିଜେ ସଚେତନ ହୋଇନାହାଁନ୍ତି ସେପର୍ଯ୍ୟନ୍ତ ନା ସରକାର ନା ବିତ୍ତିୟ କାରବାର କରୁଥିବା ସଂସ୍ଥାମାନେ ସାଇବର ଠକଙ୍କୁ ରୋକିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe