ରିମାଣ୍ଡରେ ଆସିବ ମଧୁକାନ୍ତ : ବଖାଣିବ କେମିତି ହୋଇଥିଲା ଫେରାର

Advertisment

ରିମାଣ୍ଡରେ ଆସିବ ମଧୁକାନ୍ତ, ବଖାଣିବ କେମିତି ହୋଇଥିଲା ଫେରାର। ଅନ୍ୟ ଅଭିଯୁକ୍ତ ରାଜା ସାହାଣୀ ଏବେ କେଉଁଠି ପୁଲିସ୍‌ କରିବ ପଚରାଉଚରା । ଚୌଦ୍ଵାର ସର୍କଲ୍ ଜେଲ୍‌ରୁ ଫେରାର ହେବାର ପ୍ରାୟ ୪ମାସ ପରେ ଗିରଫ ଅପରାଧୀ ମଧୁକାନ୍ତ ରାଣାକୁ ଚୌଦ୍ଵାର ଥାନା ପୁଲିସ ରିମାଣ୍ଡରେ ଆଣିବ

jail

Photograph: (kanaknews)

କନକବ୍ୟୁରୋ : ରିମାଣ୍ଡରେ ଆସିବ ମଧୁକାନ୍ତ, ବଖାଣିବ କେମିତି ହୋଇଥିଲା ଫେରାର। ଅନ୍ୟ ଅଭିଯୁକ୍ତ ରାଜା ସାହାଣୀ ଏବେ କେଉଁଠି ପୁଲିସ୍‌ କରିବ ପଚରାଉଚରା । ଚୌଦ୍ଵାର ସର୍କଲ୍ ଜେଲ୍‌ରୁ ଫେରାର ହେବାର ପ୍ରାୟ ୪ମାସ ପରେ ଗିରଫ ଅପରାଧୀ ମଧୁକାନ୍ତ ରାଣାକୁ ଚୌଦ୍ଵାର ଥାନା ପୁଲିସ ରିମାଣ୍ଡରେ ଆଣିବ ।  ୭ ଦିନ ରିମାଣ୍ଡରେ ଆଣିବାକୁ କୋର୍ଟଙ୍କ ନିକଟରେ ଆବେଦନ କରିଛି ପୁଲିସ୍ ।

ଅଧିକ ପଢନ୍ତୁ .... ଆଜି ରତ୍ନ ଅଳଙ୍କାର ଗଣତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

 ଏହି ରିମାଣ୍ଡ ସମୟରେ ଜେଲ୍ ଭାଙ୍ଗି ଫେରାର ହେବା ଏବଂ ଅନ୍ୟତମ ଅଭିଯୁକ୍ତ ରାଜା ସାହାଣୀ ଏବେ କେଉଁଠି ସେନେଇ ମଧୁକାନ୍ତ ଠାରୁ ସତ ଓଗାରିବ ପୁଲିସ୍ । ଅନ୍ୟପଟେ ଜେଲ୍‌ର ସୁରକ୍ଷା ବ୍ୟବସ୍ଥା କିଭଳି ଅଛି ତାହା ଜାଣିବା ପାଇଁ ପ୍ରତି ସପ୍ତାହରେ ଚୌଦ୍ଵାର ଥାନା ଅଧିକାରୀ ଓ ଜୋନ୍ ଏସିପି ଜେଲ୍ ଯିବାକୁ ସ୍ଥିର ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe