ଭାରତରେ ୨୬/୧୧ ଭଳି ଆକ୍ରମଣର ଧମକ ଦେଲା ଲସ୍କର-ଏ-ତୈବା, ଆତଙ୍କୀଙ୍କ ଟାର୍ଗେଟରେ ରାମ ମନ୍ଦିର

Advertisment

ଅପରେସନ୍ ସିନ୍ଦୂରରେ ଅଣ୍ଟା ଭାଙ୍ଗି ପଡ଼ିଥିବା ଆତଙ୍କୀ ସଂଗଠନ ଲସ୍କର-ଏ-ତୈବା(ଏଲଇଟି) ପୁଣିଥରେ ଭାରତକୁ ଖୋଲାଖୋଲି ଧମକ ଦେଇଛି । ଏଲଇଟିର ଉପମୁଖ୍ୟ ତଥା ପହଲଗାମ୍ ଆକ୍ରମଣର ମାଷ୍ଟର ମାଇଣ୍ଡ କୁହାଯାଉଥିବା ସୈଫୁଲ୍ଲା କସୁରୀ, କୋଡ୍ ଵାର୍ଡରେ ଭାରତରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ କରିବା ନେଇ ଚେତାବନୀ ଦେଇଛି ।

Ram Temple

Ram Temple Photograph: (google)

ଅପରେସନ୍ ସିନ୍ଦୂରରେ ଅଣ୍ଟା ଭାଙ୍ଗି ପଡ଼ିଥିବା ଆତଙ୍କୀ ସଂଗଠନ ଲସ୍କର-ଏ-ତୈବା(ଏଲଇଟି) ପୁଣିଥରେ ଭାରତକୁ ଖୋଲାଖୋଲି ଧମକ ଦେଇଛି । ଏଲଇଟିର ଉପମୁଖ୍ୟ ତଥା ପହଲଗାମ୍ ଆକ୍ରମଣର ମାଷ୍ଟର ମାଇଣ୍ଡ କୁହାଯାଉଥିବା ସୈଫୁଲ୍ଲା କସୁରୀ, କୋଡ୍ ଵାର୍ଡରେ ଭାରତରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ କରିବା ନେଇ ଚେତାବନୀ ଦେଇଛି ।

ଆଗକୁ ପଢ଼ନ୍ତୁ : ଭାରତରେ ଆକ୍ରମଣ ପାଇଁ ବଡ଼ ଷଡ଼ଯନ୍ତ୍ର : ପୁଣି ଲାଲକିଲ୍ଲା ଉପରେ ଆତଙ୍କୀ ଆଖି!

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଆଧାରରେ, ସୈଫୁଲ୍ଲା କସୁରୀ କହିଛି ୨୦୨୫ରେ ଆମେ ଆକାଶ ମାର୍ଗରେ ରାଜୁତି କରିଥିଲୁ, ୨୦୨୬ରେ ସମୁଦ୍ରକୁ କବଜା କରିବୁ। ଆକାଶ ଓ ସମୁଦ୍ର ଏକ କୋଡ୍ ଶବ୍ଦ ପରି ମନେ ହେଉଛି, ଯାହା ଉପକୂଳବର୍ତ୍ତୀ ସହରଗୁଡ଼ିକ ଉପରେ ଆକ୍ରମଣକୁ ସୂଚାଇ ଦେଉଛି। କେବଳ ଏତିକି ନୁହେଁ ବହୁ ପ୍ରତିକ୍ଷିତ ରାମ ମନ୍ଦିର ଉପରେ ବି ବଡ଼ଧରଣର ଆକ୍ରମଣ ନେଇ ସୈଫୁଲ୍ଲା ଇସାରା କରିଛି। ଗୁଇନ୍ଦା ସୂତ୍ର ଅନୁଯାୟୀ, ମୁମ୍ଵଇରେ ୨୬/୧୧ ଆକ୍ରମଣ ଭଳି ପୁନରାବୃତ୍ତିର ଚେତାବନୀ ଦିଆଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସୈଫୁଲ୍ଲା ପାକିସ୍ତାନୀ ସେନା ସହଯୋଗରେ କାମ କରିବା କଥା ଖୋଲାଖୋଲି ଭାବରେ ସ୍ୱୀକାର କରିଛନ୍ତି, ଯାହା ପୁଣି ଥରେ ପ୍ରମାଣିତ କରେ ଯେ ପାକିସ୍ତାନ ଆତଙ୍କବାଦୀଙ୍କ ପାଇଁ ଏକ ''ନର୍ସରୀ'' ହୋଇ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe