କନକବ୍ୟୁରୋ : ଭାରତରେ ବଡ଼ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର , ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବା ପକ୍ଷରୁ ଷଡ଼ଯନ୍ତ୍ର । ଦିଲ୍ଲୀର ଲାଲକିଲ୍ଲାକୁ ପୁଣି ଟାର୍ଗେଟ୍ କରିପାରନ୍ତି ଆତଙ୍କବାଦୀ । ଦିଲ୍ଲୀର ଚାନ୍ଦନୀଚୌକରେ ଥିବା ଏକ ମନ୍ଦିରକୁ ମଧ୍ୟ ଆକ୍ରମଣ କରିପାରନ୍ତି । ଦେଶର ବିଭିନ୍ନ ସ୍ଥାନରେ ଥିବା ମଧ୍ୟ ମନ୍ଦିରକୁ ଟାର୍ଗେଟ କରିପାରନ୍ତି ଆତଙ୍କବାଦୀ , ଆଇଡି ବ୍ଲାଷ୍ଟ କରି ଆକ୍ରମଣ ହୋଇପାରେ
ଭାରତରେ ଆକ୍ରମଣ ପାଇଁ ବଡ଼ ଷଡ଼ଯନ୍ତ୍ର : ପୁଣି ଲାଲକିଲ୍ଲା ଉପରେ ଆତଙ୍କୀ ଆଖି!
ଭାରତରେ ବଡ଼ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର , ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବା ପକ୍ଷରୁ ଷଡ଼ଯନ୍ତ୍ର । ଦିଲ୍ଲୀର ଲାଲକିଲ୍ଲାକୁ ପୁଣି ଟାର୍ଗେଟ୍ କରିପାରନ୍ତି ଆତଙ୍କବାଦୀ । ଦିଲ୍ଲୀର ଚାନ୍ଦନୀଚୌକରେ ଥିବା ଏକ ମନ୍ଦିରକୁ ମଧ୍ୟ ଆକ୍ରମଣ କରିପାରନ୍ତି ।
/kanak/media/media_files/2026/02/21/22-2026-02-21-11-07-26.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)