କାହ୍ନୁ ଚରଣ ଲେଙ୍କାଙ୍କ ଦେହାନ୍ତ,୮୬ ବର୍ଷରେ ଆଖି ବୁଜିଲେ କଂଗ୍ରେସର ପୁରୁଖା ନେତା

Advertisment

ପରଲୋକରେ କାହ୍ନୁଚରଣ ଲେଙ୍କା । ୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି କଂଗ୍ରେସର ଏହି ପୁରୁଖା ନେତା । ଅସୁସ୍ଥତା ଯୋଗୁଁ କିଛି ଦିନ ଧରି ହସ୍ପିଟାଲରେ ଥିଲେ କାହ୍ନୁଚରଣ ଲେଙ୍କା । ତାଙ୍କ ପରଲୋକରେ ରାଜନୀତିରେ ଏକ ବଡ଼ କ୍ଷତି ହୋଇଛି ।

ପରଲୋକରେ କାହ୍ନୁଚରଣ ଲେଙ୍କା । ୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି କଂଗ୍ରେସର ଏହି ପୁରୁଖା ନେତା । ଅସୁସ୍ଥତା ଯୋଗୁଁ କିଛି ଦିନ ଧରି ହସ୍ପିଟାଲରେ ଥିଲେ କାହ୍ନୁଚରଣ ଲେଙ୍କା । ତାଙ୍କ ପରଲୋକରେ ରାଜନୀତିରେ ଏକ ବଡ଼ କ୍ଷତି ହୋଇଛି ।

Kahnu Charan Lenka Passes Away

Kahnu Charan Lenka Passes Away Photograph: (KanakNews)

କନକ ବ୍ୟୁରୋ: ପରଲୋକରେ କାହ୍ନୁଚରଣ ଲେଙ୍କା। ୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି କଂଗ୍ରେସର ଏହି ପୁରୁଖା ନେତା। ଅସୁସ୍ଥତା ଯୋଗୁଁ କିଛି ଦିନ ଧରି ହସ୍ପିଟାଲରେ ଥିଲେ କାହ୍ନୁଚରଣ ଲେଙ୍କା। ତାଙ୍କ ପରଲୋକରେ ରାଜନୀତିରେ ଏକ ବଡ଼ କ୍ଷତି ହୋଇଛି। ୧୯୩୯ ମସିହାରେ ଜନ୍ମଗ୍ରହଣ କରିଥିବା କାହ୍ନୁଚରଣ ୧୯୫୭ରେ କଂଗ୍ରେସରେ ସାମିଲ ହୋଇଥିଲେ। ୧୯୮୮ରୁ ୧୯୯୫୪ ପର୍ୟ୍ୟନ୍ତ ରାଜ୍ୟସଭା ସଦସ୍ୟ ରହିଥିଲେ। ଏହାସହ କେନ୍ଦ୍ର ସରକାରରେ ରେଳ ଓ କୃଷି ବିଭାଗରେ ରାଷ୍ଟ୍ରମନ୍ତ୍ରୀ ଥିଲେ। ୧୯୯୫ ବିଧାନସଭା ନିର୍ବାଚନରେ ଚୌଦ୍ୱାରରୁ ନିର୍ବାଚିତ ହୋଇଥିଲେ। ଓଡ଼ିଶା ରାଜନୀତିରେ ତାଙ୍କର ଯୋଗଦାନ ଅବିସ୍ମରଣୀୟ ରହିଛି। 

ଆହୁରି ପଢ଼ନ୍ତୁ :ଭିତରକନିକାରେ କମିଲା ଡଲଫିନ ସଂଖ୍ୟା, ଗତବର୍ଷ ତୁଳନରେ ଚଳିତବର୍ଷ ୧୧ ଟି ଡଲଫିନ ସଂଖ୍ୟା ହ୍ରାସ ପାଇଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe