Photograph: (KANAKNEWS)
କନକବ୍ୟୁରୋ : ଖବର ସଂଗ୍ରହ ବେଳେ ତେଲ ମାଫିଆଙ୍କ ଆକ୍ରମଣ । ଝାରସୁଗୁଡା ଜିଲ୍ଲା ବିମାନ ବନ୍ଦର ଥାନା ଅନ୍ତର୍ଗତ ମାଳିମୁଣ୍ଡା ଆଇଓସିଏଲ ଡିପୋ ନିକଟରୁ ତେଲ ଟ୍ୟାଙ୍କରରୁ ଡିଜେଲ ଚୋରି ଏକ ସାଧାରଣ ଘଟଣା ପାଲଟିଗଲାଣି । ଆଜି ଏହି ଘଟଣା ନେଇ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଘଟଣାସ୍ଥଳରେ ତେଲ ଚୋରି କରୁଥିବା ମାଫିଆମାନେ କନକ ନ୍ୟୁଜ୍ ପ୍ରତିନିଧି ସମ୍ବାଦ ପ୍ରତିନିଧିଙ୍କ ସମେତ ୩ଜଣଙ୍କୁ ଛୁରୀ , ଭୁଜାଲି ଦେଖାଇ ଜୀବନରୁ ହତ୍ୟା କରିବାକୁ ଯୋଜନା କରିଥିବା ବେଳେ ମରଣାନ୍ତକ ଆକ୍ରମଣ କରିଥିଲେ । ସୂଚନା ପାଇ ସଦର ଏସଡିପିଓ ଉମା ଶଙ୍କର ସିଂ, ଆଇଆଇସି ବନ୍ଦନା ନାୟକ ଘଟଣାସ୍ଥଳରେ ପହଞ୍ଚି ୩ ଅଭିଯୁକ୍ତଙ୍କୁ ଅଟକ ରଖିଥିବା ବେଳେ ମାଫିଆଙ୍କ କାର, ଡିଜେଲ ଜାର ଜବତ କରିଛନ୍ତି
ଇରାନ ପ୍ରସଙ୍ଗରେ ଟ୍ରମ୍ପଙ୍କ ସ୍ୱର ନରମିବା ପରେ ଜାତିସଂଘକୁ ଆମେରିକା କହିଲା ‘ସବୁ ବିକଳ୍ପ ଖୋଲା ଅଛି’
Follow Us