ଜାପାନ ଫାର୍ମକୁ ୫୫୯ କୋଟି ଟଙ୍କାରେ ୧୧ ମହଲା ବିଲ୍ଡିଂ ବିକିଲେ ଜିତେନ୍ଦ୍ର-ତୁଷାର

Advertisment

ତୁଷାର ଇନଫ୍ରା ‌ଡେଭଲର୍ପସ ପ୍ରାଇଭେଟ ଲିମିଟେଡ ଓ ଜିତେନ୍ଦ୍ରଙ୍କ କମ୍ପାନି‘ପେଥିୟନ ବିଲ୍ଡକନ ପ୍ରାଇଭେଟ ଲିମିଟେଡ’ ବାଲାଜୀ ଆଇଟି ପାର୍କରେ ୩୦,୧୯୫ ବର୍ଗ ମିଟର ସ୍ଥାନ ଏନଟିଟି ଗ୍ଲୋବାଲ ଡାଟା ସେଣ୍ଟରକୁ ୫୫୯.୨୫ କୋଟି ଟଙ୍କାରେ ବିକ୍ରି କରିଛନ୍ତି । 

ତୁଷାର ଇନଫ୍ରା ‌ଡେଭଲର୍ପସ ପ୍ରାଇଭେଟ ଲିମିଟେଡ ଓ ଜିତେନ୍ଦ୍ରଙ୍କ କମ୍ପାନି‘ପେଥିୟନ ବିଲ୍ଡକନ ପ୍ରାଇଭେଟ ଲିମିଟେଡ’ ବାଲାଜୀ ଆଇଟି ପାର୍କରେ ୩୦,୧୯୫ ବର୍ଗ ମିଟର ସ୍ଥାନ ଏନଟିଟି ଗ୍ଲୋବାଲ ଡାଟା ସେଣ୍ଟରକୁ ୫୫୯.୨୫ କୋଟି ଟଙ୍କାରେ ବିକ୍ରି କରିଛନ୍ତି । 

Jitendra-Tushar

Jitendra-Tushar Photograph: (kanak news)

କନକ ବ୍ୟୁରୋ : ବଲିଉଡ ଅଭିନେତା ଜିତେନ୍ଦ୍ର ଓ ପୁଅ ତୁଷାର କପୁର ମୁମ୍ବାଇ ଚାନ୍ଦିବଲିରେ ଥିବା ଏକ ବଡ଼ ବ୍ୟବସାୟିକ ସମ୍ପତ୍ତିକୁ ଜାପାନର ଏନ୍‌ଟିଟି ଗ୍ରୁପ୍‌ର ଏକ ଶାଖା କମ୍ପାନିକୁ ୫୫୯.୨୪ କୋଟି ଟଙ୍କାରେ ବିକ୍ରି କରି ଚଳିତ ବର୍ଷର ସବୁଠୁ ବଡ଼ ରିୟଲ ଇଷ୍ଟେଟ କାରବାର କରିଛନ୍ତି । ତୁଷାର ଇନଫ୍ରା ‌ଡେଭଲର୍ପସ ପ୍ରାଇଭେଟ ଲିମିଟେଡ ଓ ଜିତେନ୍ଦ୍ରଙ୍କ କମ୍ପାନି‘ପେଥିୟନ ବିଲ୍ଡକନ ପ୍ରାଇଭେଟ ଲିମିଟେଡ’ ବାଲାଜୀ ଆଇଟି ପାର୍କରେ ୩୦,୧୯୫ ବର୍ଗ ମିଟର ସ୍ଥାନ ଏନଟିଟି ଗ୍ଲୋବାଲ ଡାଟା ସେଣ୍ଟରକୁ ୫୫୯.୨୫ କୋଟି ଟଙ୍କାରେ ବିକ୍ରି କରିଛନ୍ତି । 

ଏହି ବିଲ୍ଡିଂ ତଳ ମହଲା ସହିତ ଦଶ ମହଲା କୋଠା ରହିଛି । ଜାନୁଆରୀ ୯ରେ ଏଥିପାଇଁ ରେଜିଷ୍ଟ୍ରେସନ କରାଯାଇଥିଲା । ମେ’ ୨୦୨୫ରେ ଜିତେନ୍ଦ୍ର ଓ ତାଙ୍କ ପରିବାର ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ଏକ ଜମିର ବଡ଼ ଅଂଶ ୮୫୫ କୋଟି ଟଙ୍କାରରେ ଏନ୍‌ଟିଟି ଗ୍ଲୋବାଲ ଡାଟା ସେଣ୍ଟରକୁ ବିକ୍ରି କରିଥିଲେ, ଯାହାକି ଗତବର୍ଷର ସବୁଠୁ ମହଙ୍ଗା ଜମି ବିକ୍ରି ମଧ୍ୟରେ ରହିଥିଲା ।

ଅଧିକ ପଢ଼ନ୍ତୁ---ମକର ସଂକ୍ରାନ୍ତି : କାଠଯୋଡ଼ି କୂଳ ଆଉ ଗୁଡ଼ିର ସେଇ ମନଛୁଆଁ ସଞ୍ଜ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe