ଆମେରିକାର ଯୁଦ୍ଧଜାହଜ ‘ଆବ୍ରାହାମ ଲିଙ୍କନ’ ଧ୍ୱଂସ କରିଥିବା ଇରାନର ଦାବି, ପ୍ରତ୍ୟାଖ୍ୟାନ କଲା ଆମେରିକା

Advertisment

ଆମେରିକାର ସବୁଠୁ ବଡ଼ ଯୁଦ୍ଧଜାହଜ ଆବ୍ରାହାମ ଲିଙ୍କନ ନଷ୍ଟ କରିଥିବା ଇରାନ ଦାବି କରିଛି । ଯୁଦ୍ଧପୋତରେ ଥିବା ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ କରିଥିବା ଇରାନ ଦାବି କରିଛି । ୪ ଟି ବାଲାଷ୍ଟିକ୍ ମିସାଇଲ ମାଡ ହେବାରୁ  ଆବ୍ରାହାମ ଲିଙ୍କନରେ କ୍ଷତି ପହଞ୍ଚିଥିବା ଇରାନ କହିଛି । ଯାହାକୁ ଆମେରିକା ପ୍ରତ୍ୟାଖାନ କରିଛି । ଇରାନର କୌଣସି ମିସାଇଲ ଆମେରିକା ଯୁଦ୍ଧପୋତ ପାଖରେ ପହଞ୍ଚିନଥିବା କହିଛି ଆମେିକା ସେନା । ସେପଟେ ଯୁକ୍ତରାଷ୍ଟ୍ର ସେନା ୯ ଇରାନ ନୌସେନା ଜାହାଜ ଡୁବାଇଦେଇଛି ।

ଆମେରିକାର ସବୁଠୁ ବଡ଼ ଯୁଦ୍ଧଜାହଜ ଆବ୍ରାହାମ ଲିଙ୍କନ ନଷ୍ଟ କରିଥିବା ଇରାନ ଦାବି କରିଛି । ଯୁଦ୍ଧପୋତରେ ଥିବା ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ କରିଥିବା ଇରାନ ଦାବି କରିଛି । ୪ ଟି ବାଲାଷ୍ଟିକ୍ ମିସାଇଲ ମାଡ ହେବାରୁ  ଆବ୍ରାହାମ ଲିଙ୍କନରେ କ୍ଷତି ପହଞ୍ଚିଥିବା ଇରାନ କହିଛି । ଯାହାକୁ ଆମେରିକା ପ୍ରତ୍ୟାଖାନ କରିଛି । ଇରାନର କୌଣସି ମିସାଇଲ ଆମେରିକା ଯୁଦ୍ଧପୋତ ପାଖରେ ପହଞ୍ଚିନଥିବା କହିଛି ଆମେିକା ସେନା । ସେପଟେ ଯୁକ୍ତରାଷ୍ଟ୍ର ସେନା ୯ ଇରାନ ନୌସେନା ଜାହାଜ ଡୁବାଇଦେଇଛି ।

War Update

War Update Photograph: (Kanak News)

କନକ ବ୍ୟୁରୋ : ଆମେରିକାର ସବୁଠୁ ବଡ଼ ଯୁଦ୍ଧଜାହଜ ଆବ୍ରାହାମ ଲିଙ୍କନ ନଷ୍ଟ କରିଥିବା ଇରାନ ଦାବି କରିଛି । ଯୁଦ୍ଧପୋତରେ ଥିବା ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ କରିଥିବା ଇରାନ ଦାବି କରିଛି । ୪ ଟି ବାଲାଷ୍ଟିକ୍ ମିସାଇଲ ମାଡ ହେବାରୁ  ଆବ୍ରାହାମ ଲିଙ୍କନରେ କ୍ଷତି ପହଞ୍ଚିଥିବା ଇରାନ କହିଛି । ଯାହାକୁ ଆମେରିକା ପ୍ରତ୍ୟାଖାନ କରିଛି । ଇରାନର କୌଣସି ମିସାଇଲ ଆମେରିକା ଯୁଦ୍ଧପୋତ ପାଖରେ ପହଞ୍ଚିନଥିବା କହିଛି ଆମେିକା ସେନା ।

ସେପଟେ ଯୁକ୍ତରାଷ୍ଟ୍ର ସେନା ୯ ଇରାନ ନୌସେନା ଜାହାଜ ଡୁବାଇ ଦେଇଛି ।  ଇରାନର ନୌସେନା ମୁଖ୍ୟାଳୟକୁ ଆଂଶିକ ଭାବେ ଧ୍ୱଂସ କରିଦେଇଛି ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି । ଟ୍ରମ୍ପ କହିଛନ୍ତି, ଆମେ ୯ଟି ଇରାନୀ ନୌସେନା ଜାହାଜ ଧ୍ୱଂସ କରି ଡୁବାଇ ଦେଇଛୁ, ସେମାନଙ୍କ ମଧ୍ୟରୁ କିଛି ବର୍ଗର ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଥିଲା । ଆମେ ବାକି ଜାହାଗୁଡ଼ିକୁ ମଧ୍ୟ ଟାର୍ଗେଟ କରୁଛୁ । ସେମାନେ ଶୀଘ୍ର ସମୁଦ୍ର ତଳେ ଭାସିବେ ବୋଲି କଟାକ୍ଷ କରିଛନ୍ତି ଟ୍ରମ୍ପ ।  କେହି ବି ବିଶ୍ୱାସ କରିପାରିବେ ନାହିଁ ଯେ ଆମେ କେତେ ସଫଳତା ପାଇଛୁ । ଆମେ ଏଭଳି କାର୍ଯ୍ୟ କେବଳ ଆମ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ କରୁଛୁ  ଏବଂ ସବୁକିଛି ନିର୍ଦ୍ଧାରିତ ସମୟରୁ ଆଗରେ ଅଛି ।

ଅଧିକ ପଢନ୍ତୁ : War Update : ଯୁଦ୍ଧ ଭୟଙ୍କର : ଫସିଲେ ପୂର୍ବତନ ବିଧାୟକ ଓ ଶିଳ୍ପପତି

ଆମେରିକାର ସବୁଠୁ ବଡ଼ ଯୁଦ୍ଧଜାହଜ ଆବ୍ରାହାମ ଲିଙ୍କନକୁ ନଷ୍ଟ କରିଥିବା ଇରାନ ଦାବି 
ଯୁଦ୍ଧପୋତରେ ଥିବା ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ କରିଥିବା ଇରାନ ଦାବି
୪ ଟି ବାଲାଷ୍ଟିକ୍ ମିସାଇଲ ମାଡ଼ ହେବାରୁ ଆବ୍ରାହାମ ଲିଙ୍କନରେ କ୍ଷତି ପହଞ୍ଚିଛି
ଇରାନ ଏଭଳି ଦାବିକୁ ପ୍ରତ୍ୟାଖାନ କରିଛି ଆମେରୀକା ସେନା
ଇରାନର କୌଣସି ମିସାଇଲ ଆମେରିକା ଯୁଦ୍ଧପୋତ ପାଖରେ ପହଞ୍ଚିନଥିବା କହିଛି ଆମେିରିକା

ଯୁକ୍ତରାଷ୍ଟ୍ର ସେନା ୯ ଇରାନ ନୌସେନା ଜାହାଜ ଡୁବାଇଦେଇଥିବା ଟ୍ରମ୍ପ କହିଛନ୍ତି
 ଇରାନର ନୌସେନା ମୁଖ୍ୟାଳୟକୁ ଆଂଶିକ ଭାବେ ଧ୍ୱଂସ କରିଦେଇଛି ଆମରିକର
ଇରାନର ବାକି ଜାହାଗୁଡ଼ିକୁ ମଧ୍ୟ ଆମେରିକା ଟାର୍ଗେଟ କରିଛି

ସେମାନେ ଶୀଘ୍ର ସମୁଦ୍ର ତଳେ ଭାସିବେ ବୋଲି କଟାକ୍ଷ କରିଛନ୍ତି ଟ୍ରମ୍ପ
କେହି ବି ବିଶ୍ୱାସ କରିପାରିବେ ନାହିଁ ଯେ ଆମେ କେତେ ସଫଳତା ପାଇଛୁ
ଆମେ ଏଭଳି କାର୍ୟ୍ୟ କେବଳ ଆମ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱପାଇଁ କରୁଛୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe