ଜେଠାଲାଲ୍ କେତେ ଟଙ୍କା ନେଉଛନ୍ତି? ‘ତାରକ ମେହେତା କା ଓଲଟା ଚଷମା’ର ସବୁଠୁ ହାଇପେଡ୍ ଆର୍ଟିଷ୍ଟ ଦିଲ୍ଲୀପ ଯୋଶୀ”

Advertisment

ତାରକ ମେହେତାଙ୍କ ଓଲଟା ଚଷମା ସୋ ଜୁଲାଇ ୨୦୨୬ ରେ ଅଠର ବର୍ଷ ପୁରିଯିବ। ଏବେ ବି ଟେଲିଭିଜନର ସବୁଠୁ ଲୋକପ୍ରିୟ ସୋ ହେଉଛି ଓଲଟା ଚଷମା। ସୋର ସବୁ ଚରିତ୍ର ବେଶ୍ ଚମତ୍କାର। ହେଲେ ଜେଠାଲାଲଙ୍କ ଚରିତ୍ର ସମସ୍ତଙ୍କଠୁ ଟିକେ ଭିନ୍ନ ଧରଣର। ବିଶେଷକରି ଲୋକମାନେ ଜେଠାଲାଲ୍ ଚରିତ୍ରକୁ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଜେଠାଲାଲ୍ ସୋର ସବୁଠୁ ହାଇପେଡ୍ ଆର୍ଟିଷ୍ଟ । ରିପୋର୍ଟ୍ ଅନୁସାରେ ତାରକ ମେହେତାଙ୍କ ଓଲଟା ଚଷମା ସୋରେ ଦିଲ୍ଲୀପ ଯୋଶୀ ସବୁଠୁ ଅଧିକ ଟଙ୍କା ଚାର୍ଜ୍ କରିଥାନ୍ତି।

ତାରକ ମେହେତାଙ୍କ ଓଲଟା ଚଷମା ସୋ ଜୁଲାଇ ୨୦୨୬ ରେ ଅଠର ବର୍ଷ ପୁରିଯିବ। ଏବେ ବି ଟେଲିଭିଜନର ସବୁଠୁ ଲୋକପ୍ରିୟ ସୋ ହେଉଛି ଓଲଟା ଚଷମା। ସୋର ସବୁ ଚରିତ୍ର ବେଶ୍ ଚମତ୍କାର। ହେଲେ ଜେଠାଲାଲଙ୍କ ଚରିତ୍ର ସମସ୍ତଙ୍କଠୁ ଟିକେ ଭିନ୍ନ ଧରଣର। ବିଶେଷକରି ଲୋକମାନେ ଜେଠାଲାଲ୍ ଚରିତ୍ରକୁ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଜେଠାଲାଲ୍ ସୋର ସବୁଠୁ ହାଇପେଡ୍ ଆର୍ଟିଷ୍ଟ । ରିପୋର୍ଟ୍ ଅନୁସାରେ ତାରକ ମେହେତାଙ୍କ ଓଲଟା ଚଷମା ସୋରେ ଦିଲ୍ଲୀପ ଯୋଶୀ ସବୁଠୁ ଅଧିକ ଟଙ୍କା ଚାର୍ଜ୍ କରିଥାନ୍ତି।

jethalal

କନକ ବ୍ୟୁରୋ : ତାରକ ମେହେତା ତାଙ୍କ ସୋ'କୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। । ତାରକ ମେହେତାଙ୍କ ଓଲଟା ଚଷମା ମେଗାଧାରାବାହିକ  ଟେଲିଭିଜନରେ ସବୁଠୁ ଲୋକପ୍ରିୟ ଥିଲା । ତେବେ ଆସନ୍ତୁ ଜାଣିବା ସେ କେତେ ପଇସା  ରୋଜଗାର କରନ୍ତି ?  ଜେଠାଲାଲଙ୍କୁ କିଏ ବା ନ ଜାଣେ । ତାରକ ମେହେତାଙ୍କ ଓଲଟା ଚଷମା ସୋ'ରେ ଜେଠାଲାଲ୍ ଚରିତ୍ରଟି ସବୁଠାରୁ ଅଧିକ ଲୋକପ୍ରିୟ ଥିଲା। ଦିଲ୍ଲୀପ ଯୋଶୀ ଏହି ଚରିତ୍ରଟିକୁ ଏତେ ସୁନ୍ଦର ଭାବରେ ନିଖୁଣ ଅଭିନୟ ଭାବରେ ଦର୍ଶାଇଛନ୍ତି ଯେ , ଦର୍ଶକଙ୍କ ହୃଦୟରେ  ସବୁବେଳେ ଘର କରି ରହିଛନ୍ତି।

ଟେଲିଭିଜନ ଦୁନିଆରେ ଶୋକାକୂଳ ପରିବେଶ, ରଶି ଲଗାଇ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ

 ଦିଲ୍ଲୀପଙ୍କ ଅଭିନୟ ଏତେ ସୁନ୍ଦର ଥିଲା ଯେ ତାଙ୍କୁ  ଦର୍ଶକ ଦିଲ୍ଲୀପ ନାମରେ ଜାଣି ନାହାଁନ୍ତି ବରଂ  ଜେଠାଲାଲ୍ ନାମରେ ଦର୍ଶକ ଆଜି ବି ମନେ ରଖିଛନ୍ତି ।  ଦୀର୍ଘ ସତର  ବର୍ଷ ହେଲା ଦିଲ୍ଲୀପ ଫ୍ୟାନ୍ସମାନଙ୍କ ହୃଦୟରେ ରାଜ୍ କରି ରହି ଆସିଛନ୍ତି । ତାରକ ମେହେତାଙ୍କ ଓଲଟା ଚଷମା ସୋ ଜୁଲାଇ ୨୦୨୬ ରେ ଅଠର ବର୍ଷ ପୁରିଯିବ। ଏବେ ବି ଟେଲିଭିଜନର ସବୁଠୁ ଲୋକପ୍ରିୟ ସୋ ହେଉଛି ଓଲଟା ଚଷମା। ସୋ'ର ସବୁ ଚରିତ୍ର ବେଶ୍ ଚମତ୍କାର। ହେଲେ ଜେଠାଲାଲଙ୍କ ଚରିତ୍ର ସମସ୍ତଙ୍କଠୁ ଟିକେ ଭିନ୍ନ ଧରଣର। ବିଶେଷକରି ଲୋକମାନେ ଜେଠାଲାଲ୍ ଚରିତ୍ରକୁ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଜେଠାଲାଲ୍ ସୋ'ର ସବୁଠୁ ହାଇପେଡ୍ ଆର୍ଟିଷ୍ଟ । ରିପୋର୍ଟ୍ ଅନୁସାରେ ତାରକ ମେହେତାଙ୍କ ଓଲଟା ଚଷମା ସୋରେ ଦିଲ୍ଲୀପ ଯୋଶୀ ସବୁଠୁ ଅଧିକ ଟଙ୍କା ଚାର୍ଜ୍ କରିଥାନ୍ତି।

ଅତୀତରେ ଯେମିତି, ଏବେବି ସେମିତି... ପୁରୁଣା ହେଲେ ବି ନୂଆନୂଆ ଲାଗୁଛି ୮୦ ଦଶକର ରାମାୟଣ । ଲକଡାଉନ ବେଳେ ପୁଣି ଲୋକଙ୍କ ପ୍ରିୟ ପାଲଟିଲା, ଟେଲିଭିଜନ ଜଗତରେ ପାଞ୍ଚ ବର୍ଷର ରେକର୍ଡ ଭାଙ୍ଗିଲା

ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀପ ଯୋଶୀ ଗୋଟିଏ ଏପିସୋଡ୍ ପିଛା ୨ ଲକ୍ଷ ଟଙ୍କା ନେଉଛନ୍ତି । ଦିଲ୍ଲୀପ ଯୋଶୀ ଏକ ପୁରୁଣା ଇଣ୍ଟରଭ୍ୟୁରେ କହିଛନ୍ତି ଯେ ଏବେ ତାଙ୍କୁ ଲାଗୁଛି ଯେ ତାଙ୍କ ଭବିଷ୍ୟତ ଏବେ  ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ବୋଲି । କାହିଁକିନା ସୋ' ପୂର୍ବରୁ  ଦୀର୍ଘ ଦେଢବର୍ଷ ହେବ  କୌଣସି କାମ ତାଙ୍କୁ ମିଳିନଥିଲା । ଦିଲ୍ଲୀପଙ୍କୁ ବାଦ୍ ଦେଇ ଦିଶା ବକାନୀ ବି ସୋ'ର ହାଇପେ଼ଡ୍ ଆର୍ଟିଷ୍ଟ୍ ଭାବରେ କାମ କରୁଥିଲେ। ସିଏ ମଧ୍ୟ ଦିଲ୍ଲୀପଙ୍କ ଭଳି ମୋଟା ଅଙ୍କର ଟଙ୍କା ନେଉଥିଲେ। ହେଲେ ଦିଶା ମା ହେବାକୁ ଥିବାବେଳେ ମେଟରନିଟି ଲିଭ୍ ନେଇଥିଲେ ଏବଂ ପିଲା ହେବା ପରେ ମଧ୍ୟ ସେ ଆଉ ସୋକୁ ଫେରି ନଥିଲେ। ସୋର କାର୍ଯ୍ୟକର୍ତ୍ତାଙ୍କଠାରୁ  ଆରମ୍ଭକରି ଫ୍ୟାନ୍ସ ସମସ୍ତେ ତାଙ୍କ ଆସିବା ବାଟକୁ ଏବେ ବି ଚାହିଁ ବସିଛନ୍ତି। ବର୍ତ୍ତମାନ ଦିଲ୍ଲୀପ ଯୋଶୀଙ୍କୁ ବାଦ୍ ଦେଇ ଆତ୍ମାରାମ୍ ଭିଡେଙ୍କ ରୋଲ୍ ପ୍ଲେ କରୁଥିବା ଅଭିନେତା ମନ୍ଦର ଚନ୍ଦବାକର ସୋର ଦ୍ବିତୀୟ ହାଇପେଡ୍ ଆର୍ଟିଷ୍ଟ୍ ଭାବରେ ଜଣାଶୁଣା । ଗୋଟିଏ ଏପିସୋଡକୁ ୮୦ ହଜାର ଟଙ୍କା ନେଉଛନ୍ତି। ତାରକ ମେହେତାଙ୍କ ଓଲଟା ଚଷମା ସୋର ଶୁଭାରମ୍ଭ ହୋଇଥିଲା ୨୦୦୮ ମସିହାରେ। ସେବେଠାରୁ ମନୋରଞ୍ଜନ ଦୁନିଆରେ ଟିଭିର ସବୁଠାରୁ ଅଧିକ ଟିଆରପି ଏହି ଓଲଟା ଚଷମା ସୋର ହିଁ ହୋଇଛି। ସୋରେ ଅମିତ ଭଟ୍ଟ, ମୁନମୁନ ଦତ୍ତ, ଶ୍ୟାମ ପାଠକ, ଏବଂ ସଚିତ୍ ଶ୍ରାଫ୍ ବି ଏବେ ଟିଭି ପରଦାରେ ନଜର ଆସୁଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe