କନକବ୍ୟୁରୋ : ହସ୍ପିଟାଲ ନା ହୋଟେଲ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହୁଛନ୍ତି ନିର୍ବାଚନ ପାଇଁ ମୁତୟନ ହେଇଥିବା ସୁରକ୍ଷାକର୍ମୀ । ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପଞ୍ଚମ ମହଲରେ ପ୍ରାୟ ୧୫୦ ଜଣ ସୁରକ୍ଷାକର୍ମୀ ରହୁଛନ୍ତି । ଆଶ୍ଚର୍ଯ୍ୟର କଥା ହସ୍ପିଟାଲ ରୋଗୀଙ୍କ ପାଇଁ ଥିବାବେଳେ ଏବେ ହୋଟେଲ ବନିଛି । ଏପଟେ ହସ୍ପିଟାଲରେ ସୁସ୍ଥ ଯବାନଙ୍କୁ ରଖିବା କେତେ ସ୍ୱାସ୍ଥ୍ୟକର ସେନେଇ ପ୍ରଶ୍ନ ଉଠିଛି । ଏନେଇ ଜିଲ୍ଲା ପ୍ରଶାସନ ଓ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଅନ୍ୟପଟେ ଯଦି ଏମିତି ହୋଇଥିବ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
କୁଆଡ଼େ ଗଲେ ଚୌଦ୍ବାର ଜେଲ୍ରୁ ଫେରାର୍ କଏଦୀ ରାଜା ଓ ମଧୁକାନ୍ତ : ଏବେ ବି ପୁଲିସ୍ ହାତ ଖାଲି
ଅଧିକ ପଢନ୍ତୁ .......
ଖବର ଅପଡେଟ୍ ହେଉଛି ......
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/29/46-2025-10-29-11-45-12.jpg)